ଅଗ୍ନିକାଣ୍ଡରେ ଘର ସହ ଜଳିଗଲେ ୩ ଗାଈ

0 160

ବାଲେଶ୍ୱର, ୨୪/୮(ଏସଏସନିୟୁଜ) ଖଇରା ବ୍ଲକ୍ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସମେତ ପାଖରେ ଥିବା ଗୁହାଳ ମଧ୍ୟ ଜଳି ଯାଇଛି । ଗୁହାଳରେ ବନ୍ଧା ହୋଇଥିବା ୩ ଗାଈ ଜୀବନ୍ଦ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଅୟତ କରିଥିବା ଜଣାପଡିଛି ।

Leave A Reply

Your email address will not be published.