ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ

0 266

ମାଲକାନଗିରି,୨୪/୮(ଏସଏସନିୟୁଜ) ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ସୀମାନ୍ତ ଛଡିଶଗଡରେ ମାଓବାଦୀ ଓ ଯବାଙ୍କ ମଧ୍ୟରେ ସକାଳ ୫ଟାରୁ ୯ଟା ପର‌୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଜମିନେସନ ବେଳେ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବାସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.