ବ୍ରାଉନ ସୁଗାର ଜବତ, ମହିଳା ଅଟକ

0 166

ବାଲେଶ୍ୱର , ୨୪/୮(ଏସଏସନିୟୁଜ) ଜଳେଶ୍ୱରଥାନା ଅର୍ନ୍ତଗତ ରାଜପୁର ବସ୍ତିରେ ଚଢଉ କରି ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ଜବତ କରିବାସହ ଜଣେ ମହିଳାଙ୍କୁ ଅଟକ ରଖିଛି ।ସୋମବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ପୋଲିସ ଏକ ୨୦ ଜଣିଆ ଟିମ୍ ଚଢଉ କରି ୫୦ ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ୫ ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସହ ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି ।

Leave A Reply

Your email address will not be published.