ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

0 145

ରାଜନଗର, ୨୪/୮(ଏସଏସନିୟୁଜ) ସୋମବାରଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୭ ଦିନ ଧରି ଚାଲିବାକୁଥିବା ଏହି ପକ୍ଷୀ ଗଣନାରେ ଦୁଇଟି ଟିମ୍ ସାମିଲ ହୋଇଛନ୍ତି ।ପ୍ରତି ଟିମ୍ ରେ ୭ଜଣ ଲେଖାଏ ଗଣନାକାରୀ ସାମିଲ ହୋଇଛନ୍ତି।ଏହି ଟିମ୍ ଜାତୀୟ ଉଦ୍ୟାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଣନା କାର‌୍ୟ୍ୟ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.