ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

0 79

ଭୁବନେଶ୍ୱର,୨୫।୧୦(ଏସଏସନିଉଜ) ଶ୍ରୀଲିଙ୍ଗରା ଜଙ୍କ ନୀତିକାନ୍ତି ବନ୍ଦ ରହିଛି।ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଦେଇଛି।ମଙ୍ଗଳଆଳତି ପରଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି।ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇ ଥିବାବେଳେ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରି ନୀତି ବନ୍ଦ ସହ
ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ଅନୁପସ୍ଥିତ ରହିଛନ୍ତି।୨ ନିଯୋଗ ଅନୁପସ୍ଥିତ ଯୋଗୁ ନୀତିରେ ବିଭ୍ରାଟ ଦେଖାଦେଇଛି।

Leave A Reply

Your email address will not be published.