ହାଟପଦାରେ ଡବଲ୍ ମର୍ଡର

0 101

କୋରାପୁଟ,୨୫।୧୦(ଏସଏସନିଉଜ) କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ହୋଇଛି। ମୃତକ ଦୁଇଜଣ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି। ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ହତ୍ୟା କରିଛନ୍ତି ଦୁଇ ଅଭିଯୁକ୍ତ ବାପ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି।କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ପୁତ୍ର ରାଜକୁମାର ରୁଡ଼ି ମିଶି ବର୍ଚ୍ଛାରେ ହତ୍ୟା କରିଛନ୍ତି। ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାରଲୋକେ ମିଶି ପୁତ୍ର ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି।ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.