ଏମ୍ସର ୨୫୦ ଡାକ୍ତର-କର୍ମଚାରୀ କୋଭିଡ୍ ପଜିଟିଭ୍

0 267

ଭୁବନେଶ୍ୱର,୧୬/୧(ଏସ୍‌ଏସ୍‌ନିଉଜ)ଏମ୍ସ ହସ୍ପିଟାଲରେ ୨୫୦ ଜଣ ଡାକ୍ତର ଏବଂ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଜଣାପଡିବାପରେ ଓପିଡି ସେବା କୁ ସୋମବାରଠାରୁ ବନ୍ଦ କରିବାକୁ କର୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏମ୍ସରେ ଜରୁରୀକାଳୀନ ସେବା ଡେ କେୟାର୍, ରେଡିଓଥେରାପୀ, ଡାଇଲିସିସ୍, ଟ୍ରମା ଓ ଏମର୍ଜେନ୍ସି, ଲାଇଫ୍ ସେଭିଂ ସର୍ଜରୀ, ଟେଲି ମେଡିସିନ୍ ସେବା, ଆଇପିଡି ସେବା, ଟିକାକରଣ ଇତ୍ୟାଦି ସେବା ଜାରି ରହିବ ବୋଲି ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.