ଆଜିର ରାଶିଫଳ

0 480

(ଗୁରୁବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୧ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୫/୨୭/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୨୫,ଯୋଗିନୀ ଦକ୍ଷିଣେ ଦିବା ଘ୧୨/୧୨ ଗତେ ପଶ୍ଚିମେ,ଯାତ୍ରା ଶୁଭ,ବିବାହ ଓ ପାଣିଗ୍ରହଣ, ରିକବେଦୀୟ ବ୍ରତୋପୟନ,ତୁଳା ଓ କୁମ୍ଭ ର ଘାତବାର,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶ୍ରୀଫଳ ଦିବା ଘ୧୨/୧୨ ଗତେ ନିମ୍ବ ଭକ୍ଷଣ ନିଷେଧ।
🐏ମେଷ👉ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
🐮ବୃଷ👉କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
👩‍❤️‍👨ମିଥୁନ👉ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ।
🦀କର୍କଟ👉ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରନ୍ତୁ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।
🦁ସିଂହ👉ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ।
🙎‍♀️କନ୍ୟା👉ଅନ୍ୟମାନଙ୍କୁ ନିଜର ମନ କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆ ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
⚖️ତୁଳା👉ଧର୍ମ କାର୍ଯ୍ୟରେ ସମୟ ବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରନ୍ତୁ, ଲାଭ ହେବ। ଅଫିସରେ ଲାଗିରହିଥିବା ବିବାଦର ସମାଧାନ ହେବ।
🦂ବିଛା👉କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
🏹ଧନୁ👉କାରବାର ସମ୍ବନ୍ଧରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସରେ କୌଣସି କାମରେ ଅଧିକ ସମୟ ଲାଗିବ। ମାଆଙ୍କର ବିଶେଷ ଧୢାନ ରଖନ୍ତୁ।
🐊ମକର👉ବଡ଼ କ˚ପାନି ସହିତ ଡିଲ୍‌ କରିବାର ସୁଯୋଗ ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।
🏺କୁମ୍ଭ👉ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
🐟ମୀନ👉ସମାଜରେ ଆପଣଙ୍କୁ ଆଦର ସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। ଖରିଦବିକ୍ରି ପାଇଁ ଦିନଟି ଭଲ। ଛାତ୍ରଙ୍କୁ କୌଣସି ଭଲ ଖବର ପାଇବେ।
ପୃଥିବୀର ସବୁଠାରୁ ଭୟଙ୍କର ରୋଗର ନାମ ହେଲା “ଟେନ୍ସନ” ଯାହା ମଣିଷକୁ ଧୀରେ ଧୀରେ ଧ୍ବଂସ ଓ ମୃତ୍ୟୁ ଦିଗକୁ ନେଇ ଯାଇଥାଏ ।କଥା ଜ୍ଞାନର ପରିଚୟ ଦିଏ କାମ ମଣିଷ ଯୋଗ୍ୟତାର ପରିଚୟ ଦିଏ ବ୍ୟବହାର ମଣିଷର ବଂଶର ପରିଚୟ ଦିଏ !
!!ଜୟଜଗନ୍ନାଥ, ଜୟସୋମନାଥ!!

Leave A Reply

Your email address will not be published.