ପିଲାଙ୍କ ପାଇଁ ଦିନଟିଏ

0 139

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ)ଆଜିର ଶିଶୁ କାଲିର ଭବିଷ୍ୟତ ।ଶିଶୁମାନଙ୍କ ପାଇଁ ସାମାଜିକ ଦାୟିତ୍ୱବୋଧ ଗୁରୁତ୍ୱପୁର୍ଣ ବୋଲି ଆଜି ପୁର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାଶିଶୁସୁରକ୍ଷା ଶାଖା ଅନୁକୁଲ୍ୟରେ ଅନୁଷ୍ଠିତ ପିଲାଙ୍କ ପାଇଁ ଦିନଟିଏ ବୈଠକରେ ଅଧକ୍ଷତା କରି ଜିଲ୍ଲାପରିଷଦ ସଭାପତି ତଥା ଅଧକ୍ଷ ଜିଲ୍ଲା ଶିଶୁସୁରକ୍ଷା କମିଟି କିଶୋରଚନ୍ଦ୍ରମିଶ୍ର ଉପରୋକ୍ତ ିଷୟରେ ପ୍ରକାଶ କରିଛନ୍ତି ।ଜିଲ୍ଲାଶିଶୁସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ବୈଠକରେ ସ୍ୱାଗତଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପଳ ବିଜୟକୁମାରଖଣ୍ଡାୟତରାୟ ବୈଠକରେ ସହ ଅଧକ୍ଷତା କରି ପିଲାମାନଙ୍କ ସର୍ବାଙ୍ଗିନ ବିକାଶ ଦଗରେ ପପ୍ତ୍ୟକ ବ୍ୟକ୍ତି ଆଲେଚନା ଓ

ପର୍ଯାୟଲୋଚନା,ଆମ୍‌ତସମିକ୍ଷା କରିବା ନିମନତେ ପ୍ରଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଲାଶିକ୍ଷାଧିକାରୀ କୃଷ୍ନଚନ୍ଦ୍ରନାୟକ,ସମାଜମଙ୍ଗଳଧିକାରୀ ନିରୁପମାବେହେରା,ଜିଲ୍ଲାଶିଶୁମଙ୍ଗଳସମିତିଅଧକ୍ଷା ମନ୍ଦାକିନିଜେନା, ଅତିଥିଭାବେ ଯୋଗଦେଇ ଶିଶୁମାନଙ୍କର ଶାରରୀକ ବିକାଶ ସହ ପ୍ରତ୍ୟକ ପିତାମାତାଏଦୀଗରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।୨୦୨୧-୨୨ବର୍ଷର ଏହି ଚତୁର୍ଥ ବୈଠକକୁ ଉଦଘାଟନ କରିଥିବାବେଳେଶିଶୁକିଶୋରଆରକ୍ଷୀ ଅଧିକାରୀ ପ୍ରତିମାଦାସ, ଜିଲ୍ଲାଶ୍ରମଅଧିକାରୀ ପ୍ରତିବନ୍ଧନ ଘଡେଇ, ସାମାଜିକସୁରକ୍ଷାଅଧରକାରୀ ପ୍ରତିମାଦାସ ପ୍ରମୁଖ ଅତିଥିଭାବେ ଘୋ୍‌େଇଥିଲେ ।

Leave A Reply

Your email address will not be published.