ମୁଖ୍ୟମନ୍ତ୍ରୀଙ୍କ ବାର୍ତା

0 342

ଭୁବନେଶ୍ୱର,୨୦/୪ (ଏସ ଏସ ନିଉଜ)କିଶାରେକିଶୋରୀମାନଙ୍କ ପାଇଁ ଓଡିଶା ସାରକାରଙ୍କ ଅଦ୍ୱିକା ମୋବାଇଲ ଆପ୍ ଏକ ସ୍ୱାଗତଯୋଗ୍ୟ ପଦକ୍ଷପ । କିଶାରକିଶୋରୀମାନେ ଆମ ଭବିଷ୍ୟତ । ଆମର ମୁଲ୍ୟବାନ ସମ୍ଭଳା ଆଗାମୀଦିନରେ ତୁମେମାନେ ହିଁ ହେବ ନୁଆ ଓଡିଶାର କର୍ଣଧାର ।ତେଣୁ କିଶୋରକିଶୋରୀମାନଙ୍କ ସଶକ୍ତିକରଣ ଆମର ଏକ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ।ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ସହିତ ନଜର ଅଧିକାର ବିଷୟରେ ସଚେତନ ଆମକୁ ଅମ୍‌ବିଶ୍ୱାସ ସହିତ ଆଗକୁ ବଢିବାରେ ସହାୟକ ହୋଇଥାଏ ।ମୁଁ ଆଶା କରୁଛି,ତୁମେମାନେ ଏହି ଆପ୍ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଉପେଯାଗ କରି ଆମ୍‌ବିଶ୍ୱାସର ସହ ଜୀବନର ସବୁକିଛି ଆହ୍ୱାନକୁ ମୁକାବିଲା କରିପାରିବ ।ମୁଁ ତୁମମନଙ୍କର ଉଜ୍ୱଳଭବିଷ୍ୟତ କାମନା କରୁଛି ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଏହି ଉଦ୍ୟମକୁ ଧନ୍ୟବାଦ ଜଣାଉ଼ଛି ।

Leave A Reply

Your email address will not be published.