ଆଜି ବାରଙ୍ଗରୁ୧୮

0 500

ବାରଙ୍ଗ,୯/୫(ଏସଏସନିୟୁଜ)କଟକ ଉପକଣ୍ଠ ବାରଙ୍ଗବ୍ଲକଅଧିନରେ ଥିବା ଗ୍ରାମମାନଙ୍କରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମ ନାହିଁ ।ପ୍ରତିଦିନ ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଳେ ରବିବବାରଦିନ ଟିକେ କମ ରହି ୧୮ରେ ପହଁଚିଛି ।ଏହି ନୁଆଆକ୍ରାନ୍ତଙ୍କ ମଧ୍ୟରେ ବେଲଗଛିଆରେ ୩,ଦାଢାପାଟଣାରେ ଜଣେ,ଖଲର୍ଦାରେ୨ଜଣ, କୋରକୋରାରେ ୩ଜଣ, ନରାଜମାର୍ଥାପୁର ରେ୨ଜଣ, ରାମଦାସପୁର, ଶାଇଁଶୋ, ଉସୁମା ପଂଚାୟତରେ ଜଣେଜଣେ ଆକ୍ରାନ୍ତ ହୋଇଥିବାର ବାରଙ୍ଗବ୍ଲକ ବିଡିଓ ପ୍ରଭାକରପଣ୍ଡା ସୁଚନା ଦେଇଛନ୍ତି ।ତେବେ ଶନିବାରଦିନ ୧୧ଟି ପଂଚାୟତରୁ ଉଷୁମା ପଞ୍ଚାୟତରୁ ୩,ଶ୍ରିବନ୍ତପୁର ପଞ୍ଚାୟତରୁ ୨, ରାମଦାସପୁର ପଞ୍ଚାୟତରୁ ୩, ବେଲଗଛିଆ ପଞ୍ଚାୟତରୁ ୬, ଦାଢାପାଟଣା ପଞ୍ଚାୟତରୁ ୧,କୁହ୍ନେଇପଡ଼ା ପଞ୍ଚାୟତରୁ ୩, କୁରାଙ୍ଗପ୍ରଧାନ ପଞ୍ଚାୟତରୁ ୩,ମଧୁପୁର ପଞ୍ଚାୟତରୁ ୧,ନଗରୀ ପଞ୍ଚାୟତରୁ ୨,ନରାଜ ମାର୍ଥାପୁର ପଞ୍ଚାୟତରୁ ୨ ଜଣକୁ ମିଶାଇ ୨୭ଜଣ ଚିହ୍ନଟ ହୋଇଥିଲେ । (ବାରଙ୍ଗରୁ ଗୈାତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.