ରାଜ୍ୟରେ ସୁସ୍ଥହେଲେ ୮୫୪୧, ଭୁବନେଶ୍ୱରରେ ନୂଆ ପଜିଟିଭ ୧୦୮୪

0 149

ଭୁବନେଶ୍ୱର,୯/୫(ଏସଏସନିୟୁଜ) ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୭୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୯୦୬ ଜଣ ସୁସ୍ଥ ହୋଇଥିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳିଭାବେ ଆଜି ରାଜ୍ୟରେ ପୁଣି ୮୫୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିାବବେଳେ ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୧୩୮୩ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ୧୨୦, ପୁରୀ ୫୩୦, କେନ୍ଦୁଝର ୧୬୧, କେନ୍ଦ୍ରାପଡ଼ା ୭୦, କଟକ ୫୮୦. ସୁନ୍ଦରଗଡ଼ ୭୪୫, ବଲାଙ୍ଗିର ୧୫୯, ଢେଙ୍କାନାଳ ୩୨, ବାଲେଶ୍ବର ୧୫୪, ରାୟଗଡ଼ା ୧୫୬,ଝାରସୁଗୁଡ଼ା ୪୩୯, ବରଗଡ଼ ୪୩୮, ସମ୍ବଲପୁର ୪୧୪, ନବରଙ୍ଗପୁର ୩୯୯, ଅନୁଗୁଳ ୩୪୮, ଯାଜପୁର ୩୩୪, ନୂଆପଡ଼ା ୨୬୬, ମୟୂରଭଞ୍ଜ ୨୪୭, ଗଞ୍ଜାମ ୨୨୬, କଳାହାଣ୍ଡି ୧୯୩, ନୟାଗଡ଼ ୧୮୯, ସୋନପୁର ୧୦୩, ଦେବଗଡ଼ ୯୭, ଭଦ୍ରକ ୯୦, କୋରାପୁଟ ୮୮, ବୌଦ୍ଧ ୭୨, କନ୍ଧମାଳ ୫୧, ମାଲକାନଗରି ୫୧, ଷ୍ଟେଟ୍‌ପୁଲ ୨୭୬, ଢେଙ୍କାନାଳରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ।

 

Leave A Reply

Your email address will not be published.