ଆଜି ଭୁବନେଶ୍ୱରରେ ୮୦୯ ପଜିଟିଭ୍

0 242

ଭୁବନେଶ୍ୱର,୨/୫(ଏସଏସନିୟୁଜ) ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୮୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୯୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୫୯୮ ଜଣ ସୁସ୍ଥ ହୋଇଥିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସଂକ୍‌ାମିତଙ୍କ ମଧ୍ୟରେ ଖଣ୍ଡଗିରି,ଚନ୍ଦ୍ରଶେଖରପୁର,ନୟାପଲ୍ଲୀ,ଲକ୍ଷ୍ମିସାଗର,ଜୟଦେବବିହାର,ଝାରପଡା,ବାପୁଜିନଗର,ଓଲ୍ଡ ଟାଉନ, ପଟିଆ,ଗାଡକଣ, ବିଜେପିନଗର, ନିଳାଦ୍ରିବିହାର, ନନ୍ଦନବିହାର ସହ ଅନ୍ୟ ଅଂଚଳ ରହିଛି ।

Leave A Reply

Your email address will not be published.