ଆଜି ଭୁବନେଶ୍ୱରରୁ ୭୦୮ ପଜିଟିଭ୍ ଚିହ୍ନଟ

0 263

ଭୁବନେଶ୍ୱର,୨୬/୪(ଏସ୍‌ଏସ୍‌ନିୟୁଜ) ଆଜି ଭୁବନେଶ୍ୱରରୁ ୭୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଚିହ୍ନଟ ଆକ୍ରାନ୍ତଙ୍କଧ୍ୟରେ ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।ଏହିନୁଆ ଆକ୍ରାନ୍ତକ ମଧ୍ୟରେ ଚନ୍ଦ୍ରଶେଖରପୁର, ବଡଗଡ. ବରମୁଣ୍ଡା, ବିଜେବିନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର,ଜାଗମରା ,ଖଣ୍ଡଗିରି,ଜୟଦେବ ବିହାର, ଆଚାର୍ଯ୍ୟବିହାର ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜଧାନୀରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଥିବା ନେଇ ବିଏମସିର ରିପୋର୍ଟ ରେ ଦର୍ଶାଯାଇଛି ।

Leave A Reply

Your email address will not be published.