ଆଜି ସଂକ୍ରମଣ ସଂଖ୍ୟା୧୧ ହଜାର ପାର୍‌,୨୧ମୃତ

0 235

ଭୁବନେଶ୍ୱର,୮/୫(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭଡିବଢି ଚାଲୁଥିବାବେଳେ ଆଜି ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୧ ହାଜର ଉପରେ ରହିଥିାବବେଳେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧,୦୫୨, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨, ଝାରସୁଗୁଡ଼ାରୁ ୪୨୧, କଳାହାଣ୍ଡିରୁ ୪୦୨, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, ଜଗତସିଂହପୁରରୁ ୧୩୪, କେନ୍ଦୁଝରରୁ ୨୩୧, ଖୋର୍ଦ୍ଧାରୁ ୧,୫୧୦, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନବରଙ୍ଗପୁରରୁ ୪୧୯, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ପୁରୀରୁ ୪୫୪, ଭଦ୍ରକରୁ ୮୩, ରାୟଗଡ଼ାରୁ ୧୩୮, ସମ୍ବଲପୁରରୁ ୫୩୩, ସୋନପୁରରୁ ୨୧୦, ସୁନ୍ଦରଗଡ଼ରୁ ବରଗଡ଼ରୁ ୪୨୮, ୧,୯୨୨ ଓ ଷ୍ଟେଟ୍ ପୁଲ୍‌ରୁ ୩୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରାମିତଙ୍କ ତାଲିକାରେ ଆଗରେ ରହିଛି ସୁନ୍ଦରଗଡ଼ । ତାପଛକୁ ଖୋର୍ଦ୍ଧା ଓ ତାପରେ କଟକ ରହିଛି ସେହିଭଳିଭାବେ ରାଜ୍ୟରେ କରୋନାସଂକ୍‌ାରମିତଙ୍କ ମୃତ୍ୟୁକୁ ନେଇ ଭୟ ବଢିବାରେ ଲାଗିଛି ।ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଲେ ମୃତ୍ୟୁ ସଂଖ୍ୟା ମଧ୍ୟ ଧେôଧିରେ ବଢିବାକୁଲାଗିଛି । ୨୪ ଘଣ୍ଟା ମଧ୍ୟରେ ପୁଣି ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୬୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.