ଆଜିର ଅନୁଚିନ୍ତା

ତାରିଖ -୩୦:୧୧:୨୦୨୧(ସୋମବାର)

0 203

🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହାଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ ।
🦋ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି,ସେଥି ମଧରୁ ” ନିନ୍ଦା ” ” ଆଉ” ଅପବାଦହେଉଛି ସର୍ବଶ୍ରେଷ୍ଠ ।
🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ ।
🦋ସଂସାରର ATM ରୁ ଯଦି ପ୍ରେମ, ଶାନ୍ତି ଏବଂ ଆନନ୍ଦର ଧନ ବାହାର କରିବାକୁ ଚାହୁଁଛନ୍ତି, ତାର Password ହେଲା-ଧ୍ୟାନ ଏବଂ ପ୍ରାର୍ଥନା । ଧ୍ୟାନ ନିଜେ ନିଜକୁ ଯୋଡିବ ଏବଂ ପ୍ରାର୍ଥନା ପରମାତ୍ମାଙ୍କ ସହିତ ।🙏🏾ଜୟ ଶ୍ରୀ ରାମ🙏🏾ଶୁଭ ସକାଳ,ଆଜି ମଙ୍ଗଳବାର ଉତ୍ପନ୍ନା ଏକାଦଶୀ ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾

Leave A Reply

Your email address will not be published.