ଆଜିର ଅନୁଚିନ୍ତା

 ତାରିଖ : ୧୨/୦୮/୨୦୨୧,ଗୁରୁବାର

0 475

➡️”ସିଗାରେଟ୍ ହୁଅ ନାହିଁ, ବ୍ୟବହାର ପରେ ଏହାକୁ ପାଦ ତଳେ ଦଳି ଦିଆଯାଏ, ଯଦି ଆପଣଙ୍କୁ ଯଦି କିଛି ବନିବାର ଅଛି, ହେବାର ଅଛି ତ ନିଶା ହୁଅ,ତୁମକୁ ବ୍ୟବହାର କରୁଥିବା ଲୋକ ବର୍ବାଦ ହୋଇଯାଏ !!
➡️”ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ଜଣେ ଜଣେ ହିରୋ, ହେଲେ କିଛି ଲୋକଙ୍କ ଚଳଚ୍ଚିତ୍ର ରିଲିଜ୍ ହୁଏ ନାହିଁ !!
➡️”ଯଦି ଆପଣ ଏକୁଟିଆ ଅଛନ୍ତି, ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ ଏବଂ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି, ତେବେ ଜିଭକୁ ନିୟନ୍ତ୍ରଣ କରନ୍ତୁ !!
➡️”ତୁମର କଠିନ ପରିଶ୍ରମର ଝାଳରେ ଏମିତି ଭିଜି ଯାଅ ଯେପରି ଗରମ ପବନ ମଧ୍ୟ ଥଣ୍ଡା ଲାଗିବ !!
➡️”ଜଳ ପରି ହୁଅ ଯାହାକି ନିଜ ପଥ ନିଜେ ତିଆରି କରେ, ପଥର ପରି ନୁହେଁ ଯାହା ଅନ୍ୟମାନଙ୍କ ପଥକୁ ଅବରୋଧ କରେ !!

🦋ମଣିଷ ଯେତେବଡ ସଫଳତା ପାଇଲେ ବି ଦୁଇ ଜଣଙ୍କ ପାଖରେ ସବୁବେଳେ ହାର୍ ମାନିଯାଏ :-ପ୍ରଥମଟି ହେଲା ପରିବାର ” ଆଉ “ଦ୍ବିତୀୟଟି ହେଲା ପ୍ରେମ ।
🦋ଗଛ କେବେ ବି ଡାଳ କାଟିଲେ ଶୁଖି ନ ଥାଏ, ଗଛ ସବୁବେଳେ ଚେର କାଟିଲେ ହିଁ ଶୁଖିଥାଏ । ଠିକ୍ ସେହିପରି ମଣିଷ ନିଜର କର୍ମ ଦ୍ଵାରା ନୁହେଁ ” ବରଂ ”
ନିଜର ଛୋଟ ଭାବନା ଓ ଭୁଲ୍ ବ୍ଯବହାର ଦ୍ଵାରା ହାରିଥାଏ ।
🦋ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା, ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ ।
🦋ଜୀବନରେ ଖୁସିରେ ରଖିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କରନ୍ତୁ, ଦୁନିଆର କଥାକୁ ଜମାରୁ ଭୟ କରନ୍ତୁ ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ ହେଲେ କେବେ କିଛି ଦେଇ ନ ଥାଏ ।
🦋ଯେଉଁ ଲୋକମାନଙ୍କ ପାଖରେ Humanity ବା ମଣିଷ ପଣିଆ ନ ଥାଏ, ସେମାନଙ୍କ ପାଖରେ Relation ର Value ମଧ୍ୟ କିଛି ବି ନ ଥାଏ ।
🙏ଓଁ ମା ମହାଲକ୍ଷ୍ମୀ ନମଃ🙏. ଶୁଭ ସକାଳଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।

Leave A Reply

Your email address will not be published.