ଆଜିର ଅନୁଚିନ୍ତା

ତାରିଖ - ୨୮:୦୫:୨୦୨୧ ( ଶୁକ୍ରବାର )

0 692

➡️କାହାକୁ ଅତ୍ୟଧିକ ଗୁରୁତ୍ୱ ଦେଲେ, ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡେ ।
➡️ଆଘାତ ମଣିଷକୁ ବଦଳେଇ ଦିଏ—ଅବହେଳା ମଣିଷକୁ ବାସ୍ତବତା ଶିଖାଇ ଦିଏ —।
➡️ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ !
➡️”ସନ୍ଦେହ”, ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ; ଆଉ “ଭଲପାଇବା”, ଜଣେ ଅପରିଚିତକୁ ଅତି ନିଜର କରିଦିଏ ।
➡️କାହା କାହା ମୁଁହରୁ Sorry ଶବ୍ଦଟା ବଡ ନାଟକୀୟ ମନେ ହୁଏ, କାରଣ ସେମାନେ Sorry କହିବା ପରେ ବି ସେହି ଭୁଲ ବାରମ୍ବାର କରନ୍ତି !
?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଜୟ ଜଗନ୍ନାଥ?

Leave A Reply

Your email address will not be published.