ଆଜିର ଅନୁଚିନ୍ତା

 ତାରିଖ : ୦୬/୦୫/୨୦୨୧,ଗୁରୁବାର

0 337

➡️”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି !
➡️”ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଇଥାଏ , ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ !
➡️”ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର‌୍ୟ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ !
➡️”ଆଜିର ସମାଜରେ ” ମିଛ ” ଏଥିପାଇଁ ବିକ୍ରି ହୋଇଯାଇ ଥାଏ , କାହିଁକିନା ” ସତ ” କିଣିବାର ଔକାତ ପ୍ରାୟ ସମସ୍ତଙ୍କ ପାଖରେ ନଥାଏ !
➡️”ଟିକେ ତଳକୁ ପଡି ଦେଖ କେହି ଜଣେ ବି ଉଠେଇବା ପାଇଁ ଆସିବେ ନାହିଁ , କିନ୍ତୁ ଟିକେ ଉପରକୁ ଉଠି ଦେଖ ସମସ୍ତେ ଆସିଯିବେ ତମକୁ ତଳକୁ ଖସାଇବା ପାଇଁ !
➡️”ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ \” ନିନ୍ଦା \” ଆଉ \” ଅପବାଦ ହେଉଛି ସର୍ବଶ୍ରେଷ୍ଠ !ଶୁଭ ସକାଳ.ଜୟ ଶ୍ରୀକୃଷ୍ଣ

 

Leave A Reply

Your email address will not be published.