ଆଜିର ଅନୁଚିନ୍ତା

ତାରିଖ - ୧୮:୦୫:୨୦୨୧ ( ମଙ୍ଗଳବାର)

0 522

➡️ମନୋବଳ ଦୃଢ ଥିଲେ ବିଫଳତା କେବେ ସ୍ପର୍ଶ କରିପାରେ ନାହିଁ ।
➡️ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ ।
➡️ ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ ! ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର, ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିଥାଏ !
➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେଯେଉଁମାନେ ତୁମକୁ ଗୁରୁତ୍ୱ ଦିଅନ୍ତି ନାହିଁ ସେମାନଙ୍କ ପାଖେ ଛିଡ଼ା ହେବା ଅପେକ୍ଷା ଏକାକୀ ଠିଆ ହେବା ବହୁତ ଭଲ।
➡️Calendar ବର୍ଷକୁ ଥରେ ବଦଳେ କିନ୍ତୁ ଲୋକେ ତ ଏଠି ପ୍ରତି Second ରେ ବଦଳି ଯାଉଛନ୍ତି
?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଜୟ ଜଗନ୍ନାଥ?

Leave A Reply

Your email address will not be published.