ଆଜିର ଅନୁଚିନ୍ତା

ତାରିଖ - ୨୨:୦୫:୨୦୨୧ ( ଶନିବାର)

0 459

➡️ଭଲ ଜାଗାରେ ପହଂଚିବା ପାଇଁ ଖରାପ ପରିସ୍ଥିତି ଦେଇ ଯିବାକୁ ପଡେ, ଉତ୍ତମ ସମୟକୁ ଅପେକ୍ଷା କର ଧର୍ଯ୍ୟ ଧର ସଠିକ ସମୟରେ ସଠିକ ଫଳ ମିଳିବ
➡️ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ ।
ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କନ୍ଦେଇଦିଏ ।
➡️ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ କ୍ଷ ମନୁଷ୍ୟକୁ ତାର ପାପ ହିଁ ଦଣ୍ଡ ଦେଇଥାଏ କ୍ଷ ଆମେ ତେଣୁ ଦୁଇଟି ଜିନିଷ ପ୍ରତି ସତର୍କ ହେବା ଉଚିତ, ଗୋଟିଏ ଈଶ୍ୱର ଓ ଅନ୍ୟଟି ପାପ ।
➡️ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ ! ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର, ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିଥାଏ !
➡️”ଦୁନିଆର ଶେଷ କେମିତି ହେଉଛି ଦେଖନ୍ତୁ ବନ୍ଧୁ … ରାଜନୀତିରେ Law ଖତମ୍ , School ରେ ପାଠ ପଢା ଖତମ୍ , Hospital ରେ Oxygen ଖତମ୍ Corona ପାଇଁ Medicine ଖତମ୍ , ମଶାଣି ରେ ସ୍ଥାନ ଖତମ୍ . ଗରୀବ ଙ୍କ ପାଖରେ ଖାଦ୍ୟ ଖତମ୍ ସବୁଠାରୁ ବଡ Family ରେ ସମ୍ପର୍କ ଖତମ୍ … ?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!?ଜୟ ଜଗନ୍ନାଥ?

Leave A Reply

Your email address will not be published.