ପୁଣି ଚର୍ଚ୍ଚାରେ DRDO

ଖବର ଆଜିର,ତାରିଖ ୨୨-୦୫-୨୦୨୧/ ଶନିବାର

0 294

୧-ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଟିକା ଟେଣ୍ଡରକୁ ମିଳିଲା ମଞ୍ଜୁରି ।
୨-ବାତ୍ୟା ମୁକାବିଲା ଓ ପରିଚାଳନା ନେଇ ସରକାର ପ୍ରସ୍ତୁତ, ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ମିଶନ ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ
୩-–ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
୪-ଆସୁଛି ବାତ୍ୟା ‘ୟାସ’: ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ ।
୫-୪ଘଣ୍ଟାରେ ଚନ୍ଦ୍ରର ୫୦ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ପ୍ରଥମେଶ, ସୋସିଆଲ ମିଡିଆରେ ଭାଇରାଲ୍ ଜହ୍ନର ୩ଡି ଚିତ୍ର ।
୬-୨୪ରୁ ଜୟଶଙ୍କରଙ୍କ ୫ ଦିନିଆ ଆମେରିକା ଗସ୍ତ; ଟିକା ଯୋଗାଣ ମୁଖ୍ୟ ପ୍ରସଙ୍ଗ
୭-କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ହୋଇଥିବା ନିର୍ବାଚନ ନିଷିଧ ହେଲା। ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଉଲ୍ଲଙ୍ଘନ ହୋଇଥିବା କହିଲେ କୋର୍ଟ।
୮-ଆଣ୍ଟାର୍କଟିକା ବରଫ ଚଟାଣରୁ ଭାଙ୍ଗିଲା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ, ଦିଲ୍ଲୀଠାରୁ ତିନିଗୁଣ ଆକାରରେ ବଡ ।
୯-ଜୁନ୍ ୭ରେ ଲଞ୍ଚ ହେବ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ, ପହିଲାର ପ୍ରଥମ ୬ ଦିନ କାମ କରିବନି ପୁରୁଣା ଇ-ଫାଇଲିଂ ୱେବସାଇଟ୍ ।
୧୦-କରୋନାରେ ପ୍ରାଣ ହରାଇଥିବା ଶିକ୍ଷକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।
୧୧-ପୁଣି ଚର୍ଚ୍ଚାରେ DRDO,କରୋନା ଔଷଧ ପରେ ତିଆରି କଲା ଆଣ୍ଟିବଡି ଟେଷ୍ଟ କିଟ୍ ।
୧୨-ନାରଦ ଲାଞ୍ଚ ମାମଲା : ଗିରଫ ୪ ଟିଏମସି ନେତାଙ୍କୁ ଗୃହବନ୍ଦୀରେ ରଖିବାକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୧୩-ଭବାନୀପୁରରୁ ବିଧାନସଭା ନିର୍ବାଚନ ଲଢିବେ ମମତା ବାନାର୍ଜୀ ! ବିଧାୟକ ଶୋଭନ ଦେବ ଦେଲେ ଇସ୍ତଫା ।
୧୪-କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କାର ସହାୟତା ଦେବ ରିଜର୍ଭ ବ୍ୟାଙ୍କ୍ । ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକରେ ମଞ୍ଜୁରୀ ।
୧୫-ଫେସ୍‌ବୁକ୍ ପକ୍ଷରୁ ଭାରତରେ କୋଭିଡ୍‌-୧୯ ଆନାଉନ୍ସମେଂଟ୍ ଟୁଲ୍‌ର ବିସ୍ତାର ।
୧୬-ସମ୍ବିତ ପାତ୍ରଙ୍କୁ ଟ୍ୱିଟର୍‌ର ଛାଟ, ଟୁଲକିଟ୍ ଟ୍ୱିଟକୁ ମିଳିଲା ‘ହେରଫେର’ ଟ୍ୟାଗ୍ ।
୧୭-ଆୟୁଷ ମନ୍ତ୍ରଣାଳୟ ତରଫରୁ କରୋନା ମୁକାବିଲା ପାଇଁ ଟୋଲ୍ ଫ୍ରି ନଂ ୧୪୪୪୩ ଜାରୀ ।
୧୮-୨୦୨୩ ଫିଫା ମହିଳା ଫୁଟ୍‍ବଲ ବିଶ୍ୱକପ୍‍ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡରେ ।
୧୯-ଜୁନ୍‍ ୧ରେ ଟି୨୦ ବିଶ୍ୱକପ୍‍ର ଭାଗ୍ୟ ନିର୍ଦ୍ଧାରଣ ।
୨୦-କରୋନା ମାନବ ସମାଜ ପ୍ରତି ସଂକଟ: ମୁଖ୍ୟମନ୍ତ୍ରୀ ।
୨୧-ଭିମସାରର ହ୍ୱାଇଟ ଫଙ୍ଗସ ରୋଗୀ, ପରୀକ୍ଷା ପରେ ଜଣାପଡ଼ିବ କହିଲେ ଅଧିକ୍ଷକ ।
୨୨-୧୮ ରଥ ନିର୍ମାଣ ସେବକ କୋଭିଡ୍ ପଜିଟିଭ୍‌, ସଂକ୍ରମିତଙ୍କ ଭିତରେ ୧୨ ମହାରଣା, ୬ ଭୋଇ ସେବକ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.