ଆଜିର ଅନୁଚିନ୍ତା

ତାରିଖ - ୧୨:୦୬:୨୦୨୧ (ଶନିବାର )

0 417

➡️ଆଜି କାଲି ଚୁପ୍ ରହିଯିବା ଠିକ୍ କାହିଁକି ନା,,,,,ଲୋକେ ତୁମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରୁଛନ୍ତି,,,।
➡️ ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ
➡️ ଜୀବନରେ ଏମିତ ଭଲ କାମ କର.. ଯେମିତି ମୃତ୍ୟୁ ସମୟରେ ସ୍ୱୟଂ ଯମରାଜ କହିବେ, ହଜୁର ଆପଣ ମଇଁଷି ପିଠିରେ ବସନ୍ତୁ ମୁଁ ଚାଲି ଚାଲି ଯାଉଛି ।
➡️ମଣିଷ ମାନଙ୍କର ଚିନ୍ତାଧାରା ଏତିକି ତାଙ୍କୁ ଯଦି ପଶୁ କୁହାଯାଏ ରାଗି ଯାଆନ୍ତି,,,,, ଯଦି ସିଂହ କୁହାଯାଏ ଗର୍ବ କରନ୍ତି ।
➡️ଯିଏ Heart ରେ Save ଥାଏ ତାକୁ Mind ରୁ ଯେତେ ଥର Delete କରିଲେ ବି ସେ Automatically Reload ହୋଇଯାଏ ।?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ?

Leave A Reply

Your email address will not be published.