ଆରମ୍ଭ ହେଲା ଶୀତଳଷଷ୍ଠୀ…

 ଆଜିର ଖବରତାରିଖ–୧୨-୦୬-୨୦୨୧(ଶନିବାର)

0 234

‎ ୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍‌ରେ ୯ ମୃତ ।
୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା ।
୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର ।
୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ ।
୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କମ୍ପାନି ଆଲୋଚ୍ୟ ଆର୍ଥିକ ବର୍ଷରେ ୩,୮୫୦ ଟଙ୍କା ଶୁଦ୍ଧ ଲାଭ ହାସଲ କରିଛି
୬. ସମ୍ବଲପୁରରୁ ନକଲି ଔଷଧ ଜବତ ।
୭. ସୁରକ୍ଷା କର୍ମିଙ୍କ ଏନକାଉଣ୍ଟରରେ ମଲା ଦୁର୍ଦ୍ଧାନ୍ତ ମାଓ ନେତା ରବିନ୍ଦ୍ର, 10ଟି ହତ୍ୟାକାଣ୍ଡରେ ଥିଲା ସଂପୃକ୍ତି ।
୮. ଅଲିମ୍ପିକ୍‌ ପୂର୍ବରୁ ପୋଲାଣ୍ଡରେ କମାଲ କଲେ ରେସଲର୍‌ ବିନେଶ ଫୋଗାଟ, ଜିଣିଲେ ସ୍ବର୍ଣ୍ଣ ପଦକ ।
୯. ୧୬୩୭ କୋଟି ଟଙ୍କାର ୪ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ।
୧୦. କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ ।
୧୧. ଷ୍ଟୁଆର୍ଟ ବ୍ରଡ ହାସଲ କଲେ ଖାସ୍ ଉପଲବ୍ଧି, ଦିଗ୍‌ଜ କର୍ଟନି ଓ୍ଵାଲ୍ସଙ୍କୁ ପଛରେ ପକାଇଲେ ।
୧୨. ଦେଶରେ ଆଜି ଟିକା ନେଲେ ୩୧ ଲକ୍ଷ ୫୦ ହଜାର ୩୬୮ ।
୧୩. ରାଜ୍ୟର ଘରୋଇ ହସ୍ପିଟାଲରେ କୋଭିଡ୍ ଟିକା ଦର ୭୮୦ରୁ ୧୧୪୫ଟଙ୍କା ।
୧୪. ୧୬-୧୮ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସୋନୁ ସୁଦ ।
୧୫. ଦେଶରେ କମୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୯୧,୨୬୬ ଜଣ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୩ ହଜାରରୁ ଅଧିକ ଜୀବନ । ସୁସ୍ଥ ହାର ଟପିଲା ୯୪ ପ୍ରତିଶତ ।
୧୬. ୨୬ରେ ସମଗ୍ର ଦେଶରେ ରାଜଭବନ ଘେରାଉ କରିବେ ଚାଷୀ ।
୧୭. ରାଜ୍ୟରେ ଆଜିଠୁ ଛେଚିବ ; ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
୧୮. ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୨୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି ।
୧୯. ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ପ୍ୟାକେଜ । ୧୧ ଜିଲ୍ଲାରେ କୋଭିଡ଼୍ ପରିଚାଳନା ପାଇଁ ଆଉ ୨୫ କୋଟି ଦେଲେ ସରକାର ।
୨୦. ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ , ବଢିଲି ସର୍ଭିସ୍ ଚାର୍ଜ ।
୨୧. ଅଷ୍ଟ୍ରେଲିଆ ରେ ବିରାଟ-ୱିଲିୟମସନ୍ ଲଢ଼େଇ ଦେଖିବାକୁ ମିଳିବନି ।
➡️କରୋନା ଟିପ୍ସ୍ : ମାସ୍କ ପିନ୍ଧିବା ଏମିତି, ପାଟି ଓ ନାକ ଘୋଡେଇ ରହିବ ଯେମିତି । ମୁହଁରେ ହାତ ନ ବାଜିଲେ, କରୋନାଠୁ ଥିବା ଦୂରରେ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । ଶୁଭସକାଳ

Leave A Reply

Your email address will not be published.