ବଦଳିବକି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ?

0 189

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ଏମିତି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।ଯାହାକୁ ନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳ ବଦଳିବାର ଚର୍ଚ୍ଚା ଯୋରଧରିଛି ।

Leave A Reply

Your email address will not be published.