?ଯେଉଁ କଷ୍ଟ ତୁମେ ନିଜେ ସହ୍ଯ କରି ପାର ନାହିଁ, ସେହି କଷ୍ଟ ତୁମେ ଅନ୍ୟ କାହାକୁ ଦିଅ ନାହିଁ ।
?ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ସମସ୍ୟାକୁ ଆପଣଙ୍କ ସାମ୍ନାରେ ରଖେ, ସେତେବେଳେ ସେ ଭଗବାନଙ୍କ ପରି ତୁମ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥାନ୍ତି ।
?ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମାଧ୍ୟ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି ।
?ଯଦି ନିଜେ ସତ୍ ପଥରେ ଅଛ, ତେବେ ନୀରବତାର ସହ କାମ କରିଚାଲ । କୁଟ,କପଟୀ ଲୋକଙ୍କ ଚିତ୍କାରକୁ ଧ୍ଯାନ ନଦେଇ ନିଜ କାମକୁ ପ୍ରାଧାନ୍ୟ ଦେଇ କର୍ମ କରିଚାଲ । ସମୟ ହିଁ ସେମାନଙ୍କୁ ଉଚିତ ଜବାବ ଦେବ ।
?Single ଜୀବନଟା କଲରା ସହିତ ସମାନ ଟିକେ ପିତା ଲାଗିବ,,,, କିନ୍ତୁ ଦେହ ପାଇଁ ବହୁତ ଭଲ ।
ଧନର ଘମଣ୍ଡ କେବଳ ଦୁଇଟି ଲୋକଙ୍କୁ ହିଁ ଥାଏ –
୧- ଯାହାକୁ ବାପାଙ୍କ ଠାରୁ ସମ୍ପତ୍ତି ମିଳିଥାଏ !
୨- ଯିଏ ଧୋକା ଦେଇ ଟଙ୍କା ଅର୍ଜନ କରିଥାଏ।
ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ କୋଟି କୋଟି ପ୍ରଣାମ, ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା,ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ।ଜୟ ଜଗନ୍ନାଥ।
Prev Post
Next Post