ଆଜିର ଅନୁଚିନ୍ତା

 ତାରିଖ - ୩୦:୦୬:୨୦୨୧(ବୁଧବାର)

0 364

?ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ ।
?ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର ।
?ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ ।
?ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, ଏମିତି ନିଦ ନ ଆସୁ ଯାହାକୁ ମୃତ୍ୟୁ କୁହାଯାଏ ।
?ଯେଉଁ Relationship ରେ ସ୍ବାର୍ଥ ଆସିଯାଏ ସେ ସମ୍ପର୍କ କାଚ ଭଳି ଭାଙ୍ଗି ଯାଏ ,ଯେଉଁ Relationships ରେ ସ୍ବାର୍ଥ ନ ଥାଏ ସେ ସମ୍ପର୍କ ସବୁବେଳେ ହୀରା ଭଳି ଚମକୁଥାଏ,,,,,।
ଆଜିର ନୀତିବାଣୀ
?ଯେତେ ତୀର୍ଥ ଜାଗାକୁ ଗଲେବି, ଯେତେ ଭକ୍ତିରେ ପୂଜା କରିଲେବି, ଯଦି କର୍ମ ଓ ବ୍ୟବହାର ଭଲଥାଏ, ତେବେ ସେଗୁଡ଼ିକର କିଛିବି ମହତ୍ୱ ରହିବ ନାହିଁ।।
?ତୁମର ଯନ୍ତ୍ରଣା ଯାହା ହେଉନା କାହିଁକି, ମୁହଁରେ ହସକୁ ସର୍ବାଦ ବଜାୟ ରଖନ୍ତୁ , ଯଦି ଥରେ ଆଖୁରୁ ଲୁହ ଝରିଯାଏ, ତେବେ ଏହାକୁ ଦେଖୁବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିବ ଏବଂ ଏହା ଏକ ଦର୍ଶନରେ ପରିଣତ ହେବ ।।
?ଇଚ୍ଛା ପୂରଣ କରିବା ପାଇଁ ସୁଯୋଗ ଓ ସହଯୋଗ ମୁଖ୍ୟ ସାଧାନ, ମାତ୍ର ଆଶା ପୂରଣ କରିବା ପାଇଁ ଭାଗ୍ୟ ନିତ୍ୟାନ୍ତ ଆବଶ୍ୟକ ।।
?ଯେତେବେଳେ ଅଧିକ ହସୁଥିବା ଓ କହୁ ଥିବା ବ୍ୟକ୍ତି ଯଦି ଚୁପ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି।।
?କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ।।
ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଇଲେ….. ” ମଧ୍ୟ ” ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ……. ” କାହିଁକିନା “ଆଇନା ଆଲୋକରେ ଚମକି ଥାଏ ଅନ୍ଧାରରେ ନୂହେଁ……
ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ ? ଓଁ ନମଃ ଗଣନାୟକ ?.

 

Leave A Reply

Your email address will not be published.