🦋ସମୟ ଏକ ଅଫେରା ବାଟୋଇ ପରି.. ଚାଲିଯାଏ ସିନା ହେଲେ ରଖି ଯାଇଥାଏ ଅନେକ ସ୍ମୃତି, ଆଉ ସେଇ ସ୍ମୃତି କେତେବେଳେ ଖୁସି ଦେଇଥାଏ ତ ଆଉ କେତେବେଳେ ଦୁଃଖ ।
🦋କେବଳ ପାଖରେ ଥିଲେ ନୁହେଁ, ଜଣେ ଯେତେବେଳେ ଆମ ପାଖରୁ
ଦୁରେଇଯାଏ, ତାର ଆବଶ୍ୟକତା ଟା କେତେବେଳେ ହି ବେଶି ଜଣା ପଡେ ।
🦋ଅନ୍ୟର ସ୍ଵରକୁ କମ୍ କରିବା ପାଇଁ ନିଜ ସ୍ଵର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍, ଯାହାକୁ ଦେଖି ଅନ୍ୟ ମାନଙ୍କର ସ୍ଵର ଆପେ ଆପେ ଶାନ୍ତ ହୋଇଯିବ ।
🦋ନଇଁଯିବା ନମ୍ରତାର ପରିଚୟ ହୋଇଥାଏ। କିନ୍ତୁ ଭୁଲ ନଥାଇ ଅନବଶ୍ୟକେ ବାରମ୍ବାର ନାଇଁବାରେ ନିଜ ଆତ୍ମ ସମ୍ମାନର ହାନି ହୋଇଥାଏ ।
🦋Life ରେ କେବେବି କାହାର ଭରସା ସହିତ ଖେଳନ୍ତୁ ନାହିଁ
କ୍ଷମା ତ ମିଳିଯିବ But ପୁଣି ଭରଷା କେବେବି ମିଳିବନି ।
⚜ ବେଶି ଡେରି ଯାଏଁ ଶୋଇବାବି ଯଦି
ସ୍ବପ୍ନକୁ ଦେଖିବା ପାଇଁ,
ଜୀବନ ଆମର ଅନ୍ଧାରେ ରହିବ
ଅଳସୁଆ ଯିବା ହୋଇ।
⚜ଜୀବନରେ ତ କଷ୍ଟ ବହୁତ ଅଛି କଷ୍ଟକୁ ଡରିଗଲେ ହାରିଯିବ
ସୁଖ ପାଇବା ପାଇଁ ହେଲେ ବାଟରେ ଅନେକ କଣ୍ଟା ମାଡିବାକୁ ହେବ ।
⚜ ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ କିନ୍ତୁ ଅଭିନୟ ନୁହେଁ ।
⚜ନିଜ ନଜରରେ ନିଜେ ଠିକ୍ ରହିବା ଦରକାର,,,,,,ଏ ଦୁନିଆ ଲୋକ ତ ଭଗବାନଙ୍କ ଉପରେ ବି ଖୁସି ନାହାନ୍ତି ।
ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତ୍ୟାନ୍ତ ଆବଶ୍ୟକ ।ବେଦଗଣ ଯେଉଁ କର୍ମ ବିଧାନ କରିଛନ୍ତି, ତାହା ହେଉଛି ଧର୍ମ ଏବଂ ଯେଉଁ କର୍ମ ନିଷେଧ କରିଛନ୍ତି, ତାହା ଅଧର୍ମ । ବେଦମାନେ ହେଉଛନ୍ତି ସ୍ବୟଂ ଭଗବାନ୍ ନାରାୟଣଙ୍କର ସ୍ବାଭାବିକ ଶ୍ବାସ-ପ୍ରଶ୍ବାସ ଏବଂ ସ୍ବୟଂପ୍ରକାଶ ଜ୍ଞାନ । ଜଗତର ରଜୋମୟ,ସତ୍ତ୍ବମୟ ଓ ତମୋମୟ ସକଳ ପଦାର୍ଥ ଓ ସମସ୍ତ ପ୍ରାଣୀ ସେମାନଙ୍କର ପରମ ଆଶ୍ରୟ ଭଗବାନଙ୍କ ଠାରେ ଅବସ୍ଥିତ । ବେଦ ହିଁ ସେମାନଙ୍କର ଗୁଣ,ନାମ, କର୍ମ ଓ ରୂପ ଆଦି ଅନୁସାରେ ସେମାନଙ୍କୁ ଯଥୋଚିତ ବିଭାଜନ କରିଥାନ୍ତି ।
🙏ଓଁ ମା ମହାଲକ୍ଷ୍ମୀ ନମଃ🙏.ଶୁଭ ସକାଳଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।