ଆଜିର ଅନୁଚିନ୍ତା,ତାରିଖ- ୧୯-୧୨-୨୦୨୦,ଶନିବାର

0 307

➡️ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତାର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ୟବହାର କରିଥାଏ ।
➡️ଏକଦମ୍ ଫ୍ରୀ ରେ ଯାହା ମିଳେ ତା ନାଁ ହେଲା କଷ୍ଟ ।
➡️କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରୀବ ଭାବନ୍ତୁ ନାହିଁ କାରଣ ମଶାଣି ସମସ୍ତଙ୍କପାଇଁ ଗୋଟିଏ ପ୍ରକାର ହୋଇଥାଏ ।
➡️ଅବସ୍ଥା ତ ସମସ୍ତେ ପଚାରିଥାଆନ୍ତି, କିନ୍ତୁ ବ୍ୟବସ୍ତା କେବଳ ମାଆ ବାପା ହିଁ କରିଥାଆନ୍ତି ।
➡️ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ୟାଗ ବଡ, ଧନ ଠାରୁ ମାନବିକତା ବଡ ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।
➡️Life ରେ କେବେ ବି କାହାର ଭରଷା ସହିତ ଖେଳନି , କ୍ଷମା ତ ମିଳିବ but ପୁଣି ଭରଷାମିଳିବନି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!?? ଜୟ ଜଗନ୍ନାଥ??

Leave A Reply

Your email address will not be published.