ଆଜିର ଅନୁଚିନ୍ତା

ତାରିଖ - ୨୫:୧୦:୨୦୨୧(ସୋମବାର)

0 203

🦋ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ପାଇଥାଏ ସେପର୍ଯ୍ଯନ୍ତ ସଠିକ୍ ରାସ୍ତାକୁ ଆସି ପାରି ନ ଥାଏ ।
🦋ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ, ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ ।
🦋●ଅର୍ଥ ଆଉ ●ସ୍ବାର୍ଥ ଏହି ଦୁଇଟା ମଣିଷକୁ ଅମଣିଷ କରି ଦେଇଥାଏ । 🦋ସଫଳତାର ପ୍ରଥମ ପାହାଚ ହେଉଛି “ଆତ୍ମବିଶ୍ବାସ” ।
🦋ସବୁ ଜିନିଷର ମୂଲ୍ୟ କେବଳ Time ଆସିଲେ ହିଁ ଜଣା ପଡିଥାଏ, ଯେମିତି କି ମାଗଣାରେ ମିଳୁଥିବା Oxygen ମେଡିକାଲର ବେଡ଼ ରେ ଥିବା ବେଳେ ।
🙏ଓଁ ନମଃ ଶିବାୟ🙏ଶୁଭ ସକାଳ,ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.