ଆଜିର ଅନୁଚିନ୍ତା

ତାରିଖ - ୧୭:୧୧:୨୦୨୧ (ବୁଧବାର)

0 209

🦋ଆପଣ କେବେହେଲେ କୌଣସି ମନୁଷ୍ୟର ବର୍ତମାନର ଅବସ୍ଥା ଦେଖି ସେ ଭବିଷ୍ୟତ ରେ କିପରି ଚଳିବ ତାହା ଉପହାସ କରିବା ଜମାରୁ ଉଚିତ ନୁହେଁ ,କାହିଁକି ନାଁ ଭବିଷ୍ୟତର ଏପରି ଶକ୍ତି ରହିଛି ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।
🦋ଏ ସମାଜରେ ପ୍ରତ୍ୟକ୍ ମଣିଷର ମୂଲ୍ୟ ଭିନ୍ନ ଭିନ୍ନ ଅଟେ,ଏହା ମଣିଷର ବ୍ୟବହାର ଓ ଅଭିଜ୍ଞତା,ଉପରେ ନିର୍ଭର କରେ ।
🦋ତୁମେ ଯେତେ ପରିଶ୍ରମ କରିଲେ ସୁଧା ଈଶ୍ୱରଙ୍କ ଆଶିର୍ବାଦ ବିନା କୌଣସି କାର୍ଯ୍ୟରେ ସଫଳ ହୋଇପାରିବ ନହିଁ ।
🦋ଆନେକ ସମୟରେ “ଲୋଭ” ସମ୍ପର୍କର ସୂତାଖୀଅ ରେ ଦୂରତା ସୃଷ୍ଟି କରିଥାଏ , ତେଣୁ ସେଥିରୁ ସର୍ବଦା ନିବୃତ ରହିବା ହିଁ ନିଜ ପାଇଁ ଭଲ ।🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.