ଆଜିର ଅନୁଚିନ୍ତା

ତାରିଖ - ୨୮:୦୧:୨୦୨୧ ( ଗୁରୁବାର )

0 332

➡️ସ୍ନେହ ଏବଂ ପ୍ରେମ ବାଣ୍ଟି ଚାଲନ୍ତୁ, କାହାଠାରୁ କିଛି ମଧ୍ୟ ଆଶା ରଖନ୍ତୁ ନାହିଁ, ଦେଖିବେ ବହୁତ ଖୁସିରେ ରହିବେ ।
➡️ଜୀବନର ପ୍ରକୃତ ଅର୍ଥ ସେଦିନ ବୁଝିବ , ଯେଉଁଦିନ ଜଣେ ଅତି ଭଲପାଉଥିବା ଲୋକଙ୍କୁ ହରାଇବ ।
➡️ଜୀବନ ପାଇଁ ନିଶ୍ବାସ ଆଉ ସମ୍ପର୍କ ପାଇଁ ବିଶ୍ବାସ ନିହାତି ଜରୁରୀ ।
➡️ପ୍ରକୃତ ପ୍ରେମ ନିଃଶ୍ବାସ ଥିବା ଯାଏ ସରେ ନାହିଁ ।
➡️ଜୀବନର ଚଲା ପଥରେ କୌଣସି କାମ ଅସମ୍ଭବ ନୁହେଁ, ବାସ୍ ଟିକିଏ ଦୃଢ ହୋଇ ଆଗକୁ ମାଡିଚାଲନ୍ତୁ
➡️ପ୍ରତ୍ୟେକ ଯନ୍ତ୍ରଣା ଆମକୁ ଏକ Lesson ଦିଏ ଏବଂ ପ୍ରତ୍ୟେକ Lesson ଆମକୁ ବଦଳାଇ ଦିଏ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ!

Leave A Reply

Your email address will not be published.