ଆଜିର ଅନୁଚିନ୍ତା

 ତାରିଖ - ୧୪:୦୨:୨୦୨୧ ( ରବିବାର )

0 445

➡️ମନେରଖନ୍ତୁ ଯେ, ରାଗ କୌଣସି ସମସ୍ୟାର ସମାଧାନ ନୁହେଁ ।
➡️ଜୀବନରେ ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତୁ ନାହିଁ, ଏମିତି କର୍ମ କରନ୍ତୁ କି ଲୋକେ ଆପଣଙ୍କୁ ଖୋଜିବେ ।
➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କୁ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ ।
➡️ଆଶା କରିବା ଭୁଲ୍ ନୁହେଁ । ଭୁଲ୍ ଲୋକଙ୍କ ପାଖରୁ ଆଶା କରିବା ବହୁତ ବଡ ଭୁଲ୍ ।
➡️ବିପଦ ସମଯରେ ଯେଉଁ ବ୍ୟକ୍ତି ପ୍ରଥମେ ମନେ ପଡେ, ସେ ହିଁ ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ ।
➡️ପ୍ରକୃତ ବନ୍ଧୁମାନେ ଯେତେ ଦୂରରେ ରୁହନ୍ତୁ ନା କାହିଁକି, କିନ୍ତୁ ତୁମର ବନ୍ଧୁତାକୁ କେବେ ଭୁଲନ୍ତି ନାହିଁ ।
➡️ଯଦି କାହାକୁ ସତରେ ଭଲ ପାଉଛ ନା — ତାହେଲେ ତାକୁ Chocolate, Teddy, Rose ନ ଦେଇ ବରଂ Respect, Care, Love ଦିଅ ଦେଖିବ ଭଗବାନ ଚାହିଁଲେ ବି ତୁମକୁ ଅଲଗା କରି ପାରିବେ ନାହିଁ ।          । ଶୁଭ ସକାଳ । ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave A Reply

Your email address will not be published.