ଆଜିର ଅନୁଚିନ୍ତା

ତାରିଖ - ୦୫:୦୩:୨୦୨୧ (ଶୁକ୍ରବାର)

0 573

➡️ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ଚିହ୍ନା ମଣିଷର ଅଚିହ୍ନା ରୂପ ।
➡️ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେହି ସୁଖୀ ହୋଇପାରିବ ।
➡️ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ ।
➡️ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି ।
➡️Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ । ଏହା କେବଳ ଆମର Body ପ୍ରତି ବିପଦ ନୁହେଁ, ଆମ ପରିବାର, ସମାଜର ମଧ୍ୟ ବହୁତ Loss କରିଥାଏ।।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ!

Leave A Reply

Your email address will not be published.