ଆଜିର ଅନୁଚିନ୍ତା

,ତାରିଖ - ୦୨:୦୪:୨୦୨୧ (ଶୁକ୍ରବାର)

0 370

➡️”ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !
➡️କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ ।ଯାହା ଆପଣଙ୍କର ଦୁଃଖର କାରଣ ବନିପାରେ ।
➡️ ଏ ସ୍ବାର୍ଥପର ଦୁନିଆରେ ଶତୃ ବନେଇବା କିଛି ଦରକାର ନାହି, କିଛି ଭଲ କାମ କର ଦେଖିବେ ଶତୃ ଆପେ ଆପେ ବନିଯିବେ ।
➡️ବିଶ୍ବାସ, ଆତ୍ମବିଶ୍ବାସ , ଈଶ୍ବରବିଶ୍ବାସ ଯେତେବେଳେ ମରିଯାଏ, ସେତେବେଳେ ” ଅନ୍ଧବିଶ୍ବାସ ” ଜନ୍ମ ନିଏ ।
➡️ପ୍ରତ୍ୟେକ କଥାକୁ Manage କର Issue ନୁହେଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.