ଆଜିର ଅନୁଚିନ୍ତା

ତାରିଖ - ୩୧:୦୩:୨୦୨୧ (ବୁଧବାର)

0 364

➡️କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଥାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।
➡️ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ୍ ।କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡକୁ ଟାଣି ନେଇଥାଏ ।
➡️ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା ସେ ପର୍ଯ୍ୟନ୍ତ କଣ୍ଟା ଫୁଲ ପ୍ରାୟ ହୋଇଯିବ ।ବୁଢା ବରଗଛ ଫଳ ସିନା ଦେଇପାରିବ ନାହିଁ କିନ୍ତୁ ପ୍ରଚଣ୍ଡ ଖରାରେ ଟିକେ ଛାଇ ତ ପ୍ରଦାନ କରିପାରିବ ।
➡️କେହି କାହାର ନୁହେଁ କିଛିଟା ମାୟା ବାକି ସବୁ ଅଭିନୟ ।
➡️କିଛି Special ମଣିଷ ପ୍ରତ୍ୟେକଙ୍କ ଜୀବନରେ ଥାଆନ୍ତି, ଯେଉଁମାନେ ନିଜ ସ୍ବାର୍ଥଠାରୁ ବି ଆମ ଇଛା ଗୁଡିକୁ ବେଶି Important ଦିଅନ୍ତି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ!

Leave A Reply

Your email address will not be published.