ଆଜିର ଅନୁଚିନ୍ତା

ତାରିଖ - ୦୬:୦୨:୨୦୨୧ (ଶନିବାର )

0 313

➡️ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ
ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ
ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ
ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ —-
➡️ଧନ , ଯୌବନ ଓ ଜୀବନ କେବେ ସ୍ଥାୟୀ ହୋଇନଥାଏ, ତଥାପି ଧନ ଥିଲେ ଲୋକେ ଗର୍ବି ହୁଅନ୍ତି, ଆଉ ଜୀବନ ଥିବା ଯାଏ ଲୋଭ କରନ୍ତି !!
➡️ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ ଯଦି ମଣିଷ ପାଖରେ ଶାନ୍ତି ନାହିଁ !!
➡️ ଭୁଲ୍ ଛୋଟ ହେଉ ବା ବଡ, ଭୁଲ୍ ତ ଭୁଲ୍ ହୋଇଥାଏ ।ଏହାକୁ ଅଣଦେଖା ନ କରି କିଛି ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରିବା ଉଚିତ୍ ।କାହିଁକି ନା ଛୋଟିଆ କଣାଟିଏ ଗୋଟିଏ ବଡ ଡଙ୍ଗାକୁ ପାଣିରେ ବୁଡେଇ ଦବାର କ୍ଷମତା ରଖିଥାଏ ।
➡️ଦୁନିଆକୁ ଆସିବାର ଘରଙ୍ଗଗ୍ଦ ୯ମାସ ଆଗରୁ ଜଣା ପଡିଯାଏ But ଦୁନିଆରୁ ଯିବାର News ୯ Second ଆଗରୁ ମଧ୍ୟ ଜଣା ପଡେ ନାହିଁ ।ତେଣୁ ରାଗ, ଅହଙ୍କାର, ଈର୍ଷା, ଗର୍ବ ଛାଡି ହସ ଖୁସିରେ ରହିବାକୁ try କରନ୍ତୁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନା!

Leave A Reply

Your email address will not be published.