ଆଜିର ରାଶିଫଳ

0 207

୨୦୨୨ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ରାତ୍ରି ଘ୨/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୩୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୯/୨୯ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବାଇଗଣ ଭକ୍ଷଣ ନିଷେଧା
ମେଷ-ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ, ପୁଜାପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜମନକୁ ଶାନ୍ତରଖିକରି ବିବାଦକୁ ସମାଧାନ କରି ବାରେ ପ୍ରୟାସ କରିବେ । ବେପାର ସହ ଯୋଡିହୋଇଥିବା ବ୍ୟକ୍ତିଙ୍କୁ ନିଜ କ୍ଷେତ୍ରରେ ଧନଲାଭ ମିଳିବାର ଯୋଗହେଉଛି, ଦୈନିକ କାର୍ଯ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁରହେବା ପରିବାର ଲୋକଙ୍କ ସହ ନିଜ ହୃଦୟରକଥା ସେୟାର୍ କରିବୋ ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳହେବ, ଆଜି ଆପଣଙ୍କ ସବୁମନୋକାମନା ପୁରାହେବାର ସଂମ୍ଭାବନା ଅଛି ।
ବୃଷ-ଆଜି ଆପଣଙ୍କଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କଠାରୁ ଖୁସି ଖବର ଶୁଣିବାକୁ ମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲରହିବ । ଧନପ୍ରାପ୍ତି ର ନୁଆ ସ୍ରୋତ ମିଳିବା ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନ ପୁରାପାଠପଢାରେ ଲାଗିବ । କେଉଁପ୍ରତିଯୋଗିତା ପରୀକ୍ଷାରେ ଭଲ ରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟଦୃଷ୍ଟିରୁ ଆଜିରଦିନ ଭଲ ରହିବ, ଆପଣନିଜକୁ ଉର୍ଜାବାନ ଅନୁଭବ କରିବେ । ଆଜି ମନପସନ୍ଦର ଭୋଜ ନ ଆନନ୍ଦନେଇପାରନ୍ତି । ଆର୍ଥିକସ୍ଥିତିରେ ସୁଧାରହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ-ଆଜି ଆପଣଙ୍କଦିନ ପୁର୍ବଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ସବୁ ଅଧୁରାକାମ ପୁରା କରିପାରିବେ । ବନ୍ଧୁଙ୍କ ପୁରା ସହଯୋଗ ମିଳିପାରିବ । ଅଫିସରେ ମାନସମ୍ମାନ ପ୍ରାପ୍ତିହେବ । ବଡ ଅଧିକାରୀଙ୍କ କୃପାଦୃଷ୍ଟି ରହିବା ଆଜି ଆପଣ ସାମ୍ନା ରେ ଆସୁଥିବା ସବୁଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱ ପୁର୍ଣ୍ଣ ଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କର୍କଟ-ଆଜି ଆପଣଙ୍କଦିନ ସାମାନ୍ୟ ରୁପରେକଟିବ । ପରିବାରଲୋକଙ୍କ ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକରେ ଯିବାର ଯୋଜନା ହୋଇପାରୋ ଏହିରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛିା ଆପଣଙ୍କପଢାରେ ମନ ଅଟକିପାରେ । ଜୀବନସାଥୀଙ୍କ ସହ ଉତଥାନପତନ ସ୍ଥିତି ରହିଛି, ଯାହାରକାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସକାମରେ ଅଧିକା ପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁକାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟା କରିବେ ।
ସିଂହ-ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ର୍ନଜର ଆସୁଛି, ଆପଣ ସବୁକାର୍ଯ୍ୟ ନିଜ ପରିଶ୍ରମ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନ କରିପାରନ୍ତିା କିଛି ପୁରୁଣାବନ୍ଧୁଙ୍କ ସକ୍ଷାତ ହୋଇପାରୋ ଯାହାଦ୍ୱାରା ପୁରୁଣାସ୍ମୃତି ଉଜାଗରହେବା ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାରର ପୁରା ସହଯୋଗ ମିଳିପାରେ।
କନ୍ୟା-ଆଜି କାରବାରରେ ଯୋଡିହୋଇଥିବା ବ୍ୟକ୍ତିଙ୍କପାଇଁ ବହୁତ ଦିନଟି ଭଲଅଛିା ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗକରିବୋ ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବୋ ଆପଣ ସବୁ ଜରୁରୀ କାମକୁ ପୁରାକରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବୋ ଆପଣଙ୍କୁ ପରିଶ୍ରମର ଫଳ ମିଳିବା ଆପଣଙ୍କ ବିଚାର ସକରାତ୍ମ ରହିବ।
ତୁଳା-ଆଜି ଆପଣ ନିଜ ପରିଶ୍ରମରୁ ଧନଲାଭ କରିପାରିବୋ ସନ୍ତାନଙ୍କ ସହ ସମୟକଟାଇ ଆପଣ ଖୁସି ଅନୁଭବକରିବୋ ଆପଣ ନିଜପରିବାରର ଦାୟିତ୍ୱକୁ ଭଲଢଙ୍ଗରେ ନିଭାଇବୋ ମାନସିକଚିନ୍ତା ଦୁରହେବା ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜ ରେ ପଢିବାକୁଚାହୁଁଥିଲେ ତେବେ ତାଙ୍କସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
ବିଛା-ଆଜି ଆପଣଙ୍କଦିନ ଉତଥାନପତନ ଭରାରହିବା କେଉଁ ଖାସ ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ, ଯାହାର କାରଣରୁ ମନବହୁତ ଚିନ୍ତିତ ରହିବ, ଆପଣ ନିଜବାଣୀ ଓ କ୍ରୋଧଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡଅଧିକାରୀ ଙ୍କଠାରୁ ଆପଣ କିଛି ଶୁଣିପାରନ୍ତିା ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁ ରତା ଆସିବ।ଆପଣ କିଛି ନୁଆକରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫ ଳତା ମିଳିବା କେଉଁ ଅନୁଭବିବ୍ୟକ୍ତିଙ୍କ ସହ ସାକ୍ଷାତହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକରହିବ।
ଧନୁ-ଆଜି ବନ୍ଧୁଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନିଂକରିପାରନ୍ତି ।କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତିହେବା ଯାହାଦ୍ୱାରା ଆପଣଙ୍କମନକୁ ଖୁସିମିଳିବା ଏହିରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ରରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କମନ ପାଠପଢା ରେ ଲାଗିବ।ଆର୍ଥିକସ୍ଥିତି ମଜବୁତ୍ ହେବ, ଆୟର ଜରିଆ ବଢିବ, ସାମାଜିକ ମାନସମ୍ମାନ ପ୍ରତିଷ୍ଠା ଲାଭକରିବୋ
ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି । କାରବାରରେ ଧନଲାଭ ହେବାର ଯୋଗ ଅଛିା ଆଜିଆପଣ ନିଜପରିବାରସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବୋ ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚିବଢିବା ଆପଣଙ୍କସ୍ୱାସ୍ଥ୍ୟ ଭଲରହିବ, ଚାକିରିକ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁରସହର ଯାତ୍ରା କରିପାରନ୍ତିା ଦାମ୍ପତ୍ୟଜୀବନରେ ମଧୁରତା ଆସିବ।
କୁମ୍ଭ-ଆଜି ଆପଣଙ୍କଦିନ ଉତ୍ତମରହିବ, ସାମାଜିକକାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ର ରେ ଆଶାନୁସାରେ ସଫଳତା ମିଳିବା ପାରିବାରିକଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରୋ ଜୀବନସାଥୀ ଆପଣଙ୍କଭାବନାକୁ ବୁଝିବେ, ଆଜିଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦରହିବା ସ୍ୱାସ୍ଥ୍ୟ ଭଲଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
ମୀନ-ଆଜି ଆପଣଙ୍କଦିନ ଭଲରହିବ, ବନ୍ଧୁଙ୍କସହ ମିଶିକରି ନୁଆକାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲଦିଗରେ ନେବାପାଇଁ ଅନୁଭବୀବ୍ୟକ୍ତିଙ୍କ ଉପ ଦେଶ ନେଇପାରନ୍ତିା ସରକାରୀଚାକିରି କରୁଥିବା ଲୋକଙ୍କୁ ବଡଅଧିକାରୀଙ୍କ ପ୍ରଶଂସା ମିଳିବା ଯଦିଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲଫାଇଦା ପାଇପାରିବୋ ପ୍ରେମଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତଜଲଦି ଆପଣଙ୍କ ପ୍ରେମବିବାହ ହୋଇପାରେ, ଅସହାୟଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।
ନିତୀବାଣୀ-ବିଚିତ୍ର ଏ ଦୁନିଆ, କିଛିମଣିଷ ନିଜଅହଂକାର ଓ ଆତ୍ମଗର୍ବକୁ ଲୁଚାଇବାକୁ ଯାଇ ରାତାରାତି ଅନ୍ୟକୁ ଅହଙ୍କାରୀ ବନେଇ ଦିଅନ୍ତି ।
ବାସ୍ତୁ ଟିପ୍ପଣୀ-କେଉଁ ଗଛ ଘରେ ଲଗାଇବା ଉଚିତ ନୁହେଁ
୧-ତେନ୍ତୁଳୀ ଗଛ:-ଯେଉଁଲୋକ ଘରେ ତେନ୍ତୁଳୀଗଛ ଲଗାଇଥାନ୍ତି ସେହିଘରେ ଖରାପ ଶକ୍ତିର ବାସ ରହିଥାଏ । ଯାହା ରାତିସମୟରେ ଏହା ଅନୁଭବ ହୋଇଥାଏ । ଏହିଗଛରେ ନାକାରାତ୍ମକ ଶକ୍ତି ରହିଥାଏ । ଏମିତି ଜାଗାରେ ତେନ୍ତୁଳୀଗଛ ପାଖରେ ଥିଲେ ଘର ତିଆରି କରିଲେ ବରବାତି ହେବା ନିଶ୍ଚିନ୍ତ ଅଟେ । ତେଣୁ ଏହି ଗଛଠାରୁ ଦୂରେଇ ରହିବା ଉଚିତ ।
୨-ମେହେନ୍ଦିଗଛ:-ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ଘରେ ମେହେନ୍ଦିଗଛ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ରଅନୁଯାୟୀ ଏହିଗଛ ଘରେ ଲଗାଇବାଦ୍ଵାରା ଖୁସି ଭଙ୍ଗ ହୋଇଥାଏ । ଏମିତି ମନାଯାଏ ମେହେନ୍ଦି ଗଛ ପାଖରେ ଖରାପଶକ୍ତି ବାସ କରିଥାଏ । ଯେଉଁଠି ଏହିଗଛ ରହିଥିବ ସେଠାରେ କେବେ ବି ଖୁସି ଆସେନାହି । ସବୁବେଳେ ଅଶାନ୍ତି ଲାଗିରହିଥାଏ । ତେବେ ଯଦି ଆପଣ ଏହିଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଘରେ ନଲଗାଇ ଘରଠାରୁ ଦୂରରେ ଲଗାଇପାରିବେ ।
୩-କଣ୍ଟାଜାତୀୟଗଛ ଓ କପାସଗଛ:- ଏମିତି ମାନାଯାଏକି ଯେଉଁଠି କଣ୍ଟାଜାତୀୟ ଗଛ ବା ନାଗଫେଣୀ ଲଗାଯାଏ ସେଠାରେ ଚୁମ୍ବକ ଭଳି ଖରାପଶକ୍ତି ବାସ କରିଥାଏ । ଯେଉଁଘରେ ଏହିଗଛ ଲାଗିଥାଏ ସେଠାରେ ଖରାପପ୍ରଭାବ ପଡିଥାଏ । ସେହିଘରେ ଅଭିଶାପ ଲାଗିଥାଏ । ଯେଉଁଲୋକ ଘର ଆଖପାଖରେ କପାସଗଛ ଲଗାଇଥାନ୍ତି ତାହା ଅଶୁଭ ମାନାଯାଏ ।
ତେଣୁ ଏହିସବୁ ଗଛଠାରୁ ଦୂରେଇ ରହିବା ଉଚିତ । ତେବେ କଣ୍ଟାଜାତୀୟଗଛ ଘରେ ରହିବାଦ୍ଵାରା ପରିବାରଲୋକଙ୍କ ମଧ୍ୟରେ କଳହ ଲାଗିରହିଥାଏ । ଯାହାଦ୍ଵାରା ମନ ରେ ଅଶାନ୍ତି ସୃଷ୍ଟିହୋଇଥାଏ । ତେବେ ଏହିସବୁ ଗଛ ଘରେଲଗାଇବା କରନ୍ତୁନାହିଁ । ଏହା ମଣିଷଜୀବନ ପାଇଁ କ୍ଷତିକାରକ ହେବା ସହ ହାନିଆକାରକ ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.