ଗଞ୍ଜେଇ ବଦଳରେ ମିଳିଲା ରୁପାଇଟା

0 281

କଟକ,୨୨/୯(ଏସଏସ ନିଉଜ)ଗଞ୍ଜେଇ ବଦଳରେ ଅବକାରୀ ବିଭାଗକୁ ମିଳିଲା ରୁପା ଇଟା।ଟାଙ୍ଗୀ ଟୋଲ ଗେଟରୁ ଆସୁଥିବା କାରରୁ ଯାଞ୍ଚ ବେଳେ ୧ କ୍ୱିଣ୍ଟାଲ ରୂପା ଇଟା ,ଚାନ୍ଦି ଅଳଙ୍କାର ଓ ୧୦ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ।ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଅବକାରୀ ସ୍କ୍ୱାର୍ଡଟାଙ୍ଗୀ ଟୋଲ ଗେଟ ପାଖରେ ଜଗି ରହିଥିଲେ।ଏହି ସମୟରେ ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର ଆସୁଥିବାବେଳେ ତାକୁ ରୋକି ଯାଞ୍ଚ ବେଳେ କାରରେ ଗଞ୍ଜେଇ ବଦଳରେ ସିକ୍ରେଟ ଚାମ୍ବର କରି ରଖାଯାଇଥିବାରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ଓ ନଗଦ ୧୪ଲକ୍ଷ ଟଙ୍କା ଜବତ କରିଥିଲା ଅବ କାରୀସ୍କ୍ୱାର୍ଡ ।ଏହାସହ କାର ରେ ଥିବା ଦୁଇଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.