ଆଜିର ରାଶିଫଳ

0 224

ଉତ୍ପନ୍ନା ଏକାଦଶୀ ,୨୦୨୨ ମସିହା ନଭେମ୍ବର ମାସ ୨୦ ତାରିଖ (ରବିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୦୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୬ମେଷରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ,ପୋଇ ଶାଗ ଭକ୍ଷଣ ନିଷେଧ û
🐏ମେଷ👉ମେଷ ରାଶିରେ ଆଜିରଦିନରେ ଭାବିବାଆଗରୁ ଦୁଇଥର ଭାବନ୍ତୁ ।ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ । ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭହୋଇପାରେ ।ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆମିତ୍ର ମିଳିପାରନ୍ତି û ଆଜି ହୋଇପାରେ କି ଆପଣ ଆପଣଙ୍କ ପ୍ରିୟଙ୍କୁ ଟଫି ଓ ଚକଲେଟ ବେଭାର ଦିଅନ୍ତୁ । ଯଦି ଆପଣ ଆପଣଙ୍କ କାର୍ଯ୍ୟଉପରେ ଧ୍ୟାନଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କ ହବ û ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କଠାରୁ ଦୂରରେ ଆପଣ ଏକାକୀରହିବାକୁ ପସନ୍ଦ କରିବେ ।ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଆଜି ପ୍ରସଂଶାକରିବେ ଓ ଆପଣଙ୍କସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ ।
🐮ବୃଷ👉ଆପଣଙ୍କୁ ଲମ୍ବାସମୟରୁ ଅନୁଭବùjଉଥିବା ଥକା ଓ ମାନସିକଚାପଠୁ ଆରାମ ମିଳିବ । ଏଇ ଅସୁବିଧାଠୁ ସ୍ଥାୟୀ ସମାଧାନ ପାାଇଁ  ଜୀବନଶୈଳୀରେ ପରିବର୍ତନ ଆଣିବାପାଇଁ ଉଚିତ ସମୟଅଛି । ପିତାମାତାଙ୍କ ସାହାଯ୍ୟପାଇଁ ଆପଣଙ୍କ ଆର୍ଥିକଅବସ୍ଥାରେ ଆଜି ବୃଦ୍ଧି ମିଳିପାରେ । ପାରିବାରିକକାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବାକାର୍ଯ୍ୟକୁ ସାରିବାପାଇଁ ଆଜରଦିନଟା ଉତ୍ତମଅଟେ । କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜରସାଥୀଙ୍କ ସହିତ ସମୟ ସମୟ କାଟନ୍ତୁ । ଆଜିଦିନଟା ସମୃଦ୍ଧଶାଳୀ କାର୍ଯ୍ୟରେ ଥିବା ଲୋକଙ୍କପାଇଁ ସଫଳତାପୁର୍ଣ ରହିବ, ତାଙ୍କୁ ପ୍ରସିଦ୍ଧି ଓ ମାନ୍ୟତା ମିଳିବ ଯାହାପାଇଁ ବହୁତସମୟରୁ ଅପେକ୍ଷା କରିଥିଲ । ଆଜିକା ଦିନ ଆପଣଙ୍କପାଇଁ ଲାଭକାରୀ ପ୍ରମାଣିତ ହେବ, କାରଣ ଏହା ଲାଗୁଛିକି ସମୟ ଆପଣଙ୍କ ପକ୍ଷରେରହିବ ଓ ଆପଣ ପ୍ରତିକାମରେ ସଫଳହେବେ । ଯଦି ଆପଣ ବୈବାହିକଜୀବନ ଦୃଷ୍ଟିରୁ ଲମ୍ବାସମୟରୁ ନିରାଶଅଛନ୍ତି, ତାହେଲେ ଆଜି ଆପଣଙ୍କସ୍ଥତିରେ ବୃଦ୍ଧି ଅନୁଭବ କରିପାରନ୍ତି ।
👩❤️👨ମିଥୁନ👉ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୱେକଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ବିଷୟରେ ଆପଣ ଯତ୍ନବାନ ହେବ। ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ ।ପିଲାମାନେ ଆଜି ଧ୍ୟାନ ଆକର୍ଷିତକରିବାକୁ ଚେଷ୍ଟାକରିବେ , କିନ୍ତୁ ତାସଙ୍ଗେସଙ୍ଗେ ଖୁସି ହବାର କାରଣ ବିହେବେ । ନିଜ ସାଙ୍ଗଠୁ ବହୁତ ଲମ୍ବାସମୟପରେ ଦେଖା କରିବାର ବିଚାରଭାବି ଆପଣ ହୃଦୟର ଗତି ବଢିପାରେ । ଚାକିରୀଠୁ ଜଡିତ ଯାତ୍ରା ସକରାତ୍ମକ ଫଳଦେବ । ଆପଣଙ୍କୁ ଇଣ୍ଟରଭିଉ ଦେଲାବେଳେ ମୁଣ୍ଡ ଥଣ୍ଡାରଖି ଓ ନିଜକୁ ଅଭିବ୍ୟକ୍ତିତ କରିବା ଆବଶ୍ୟକ । ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥାସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା û ଆଜିଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନଠୁ କିଛି ଅଲଗା ହୋଇପାରେ ।ଆଜି ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କ ଆଡୁ କିଛò ବିଶେଷ ଦେଖିବାକୁ ମିଳିପାରେ ।
🦀କର୍କଟ👉ଖୁବ ସାରା ଆତ୍ମବିଶ୍ୱାସ ଓ ସହଜକାମ ଯୋଗୁଁ ଆପଣଙ୍କୁ ଆରାମ କରିବାପାଇଁ ପର୍ଯ୍ୟାପ୍ତସମୟ ମିଳିବ û ଯଦି ଆପଣ କୌଣସି ନିବେଶକରିଛନ୍ତି , ଆଜି ସେନେଇ ଆପଣଙ୍କୁ ଆର୍ଥିକକ୍ଷତି ହେବାର ସମ୍ଭାବନାଅଛି ।କୌଣସି ଧାର୍ମିକସ୍ଥଳ କିମ୍ବା ବଂଧୁଘରକୁ ଆଜି ଯିବାର ସମ୍ଭାବନା ଅଛି । ଗୁପ୍ତସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରିପାରେ ।ଚାକିରୀ କରୁଥିବା ବ୍ୟକ୍ତିମାନଙ୍କୁ ଆଜି କାର୍ଯ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁପଡ଼ିପାରେ । ଆଜି ଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲ ହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥକର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି ।ବ୍ୟବସାୟୀଙ୍କପାଇଁ ଦିନଟି ସାଧାରଣ ରହିବ ।ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକାପଢ଼ି ସମୟ ଅତିବାହିତ କରିପାରିବେ । ଜୀବନସାଥୀ ଆଜି ଆପଣଙ୍କୁ ହୋଇପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣକଣ ଭୋଗିବାକୁ ପଡ଼ିଥିଲା ।
🦁ସିଂହ👉ଆପଣଙ୍କ ଇଚ୍ଛାଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତିଠୁ ବାହାରିବାରେ ସଫଳ ହୋଇଛନ୍ତି । ଭାବନାତ୍ମକ ନିଷ୍ପତି ନେଲାବେଳେ ବୁଦ୍ଧି ପ୍ରୟୋଗ କରିବା ଭୁଲନ୍ତୁନାହିଁ । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତହେବାକୁ ପଡ଼ିପାରେ । ଯଦି ଆପଣଙ୍କୁ ଧନସଂଚୟ କରିବାରଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ । ନିିଜଜୀବନଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇପାରେ । ତେଣୁ ରାତିରେ ଡେରିରେ ଘରକୁଫେରିବା ଓ ଅନ୍ୟମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦକରନ୍ତୁ । ନିଜ ପ୍ରିୟଙ୍କସହିତ ଆଜି ଉତ୍ତମବ୍ୟବହାର କରନ୍ତୁ । ନୂଆବିଚାର ଓ ଯୋଜନା ଆସିପାରେ ।ଆଜିର କାମ ଆଜି ସାରିଦେବା ଉଚିତ ,ଆଜିର କାମକୁ କାଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ କୌଣସି ଅଜଣାଲୋକ କାରଣରୁ ଯୁକ୍ତିତର୍କ ହୋଇପାରେ ।
🙎♀️କନ୍ୟା👉ଗର୍ଭବତୀ ମହିଳାମାନଙ୍କ ଚଲାବୁଲା କଲା ସମୟରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବତ ଏମିତି ଲୋକଙ୍କଠୁ ଦୁରେଇରୁହନ୍ତୁ ଯେଉଁମାନେ ସିଗାରେଟ ଟାଣନ୍ତି,କାରଣ ଏହାକାରଣରୁ ନବଜାତ ଶିଶୁକୁ ବିପଦ ହୋଇପାରେ । ଅର୍ଥକୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କପାଇଁ ଉପକାରି ରହିବ । ଆପଣଙ୍କ ପୁର୍ଣଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂରକରିବାରେ ସାହାଯ୍ୟ କରିବେ ।ଆଜି ଆପଣଙ୍କ ଖୁସିର କିଛି ମାନେନାହିଁ,ହସରେ ସେଇ ଚମକ ନାହିଁ,ହୃଦୟର ସ୍ପନ୍ଦନ ବନ୍ଦ ହେବାପରି ଲାଗୁଚି କାରଣ ଆପଣ କୌଣସି ଗୁରୁତ୍ୱପୂର୍ଣସାଥୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି । ନିର୍ଭୀକ ପଦକ୍ଷେପ ଓ ଯୋଜନାଯୋଗୁଁ ହିତକାରୀ ପାରିତୋଷିକ ମିଳିପାରେ । ଆଜି ଆପଣଙ୍କର କୌଣସି ବନ୍ଧୁଙ୍କସହ ସମୟ କଟାଇପାରନ୍ତି । କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ ।ଲମ୍ବା ସମୟ ଯାଏଁ କାର୍ଯ୍ୟର ଚାପ ଆପଣଙ୍କ ବୈବାହିକଜୀବନରେ ବିପଦ ଠିଆ କରିପାରେ û ଆଜି ସବୁ ଅସନ୍ତୋଷ ଦୂର ହୋଇ ଯିବ ।
⚖️ତୁଳା👉ଆପଣଙ୍କ ଭାଇଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ । ଆପଣ ତାଙ୍କୁ ଉଦ୍ଧାର ଦେଇତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକଅବସ୍ଥା ପ୍ରଭାବିତ ହୋଇପାରେ । ଆପଣଙ୍କୁ ନିଜଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ ।ଆଜି ଆପଣଙ୍କପ୍ରିୟ ଆପଣଙ୍କୁ ଖୁସି କରିବାପାଇଁ ଅନେକ ପ୍ରୟାସ କରିବେ । ଆଜି ନିଜଯୋଜନାରେ ଆଗକୁ ବଢିବାପାଇଁ ଘରଲୋକଙ୍କୁ ବୁଝେଇବାରେ ଅସୁବିଧା ହୋଇପାରେ । ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସିପାରେ ଯାହାର ସମାଧାନକରିବା ନିହାତି ଜରୁରୀ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କୁ ଆଜି ଗୋଟେ ବିଶେଷଖବର ମିଳିବ ।
🦂ବିଛା👉ବିପଦର ସମ୍ମୁଖୀନ ହେବାକୁ ପଡିପାରେ । ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ ।ଏହି ଅସଫଳତାକୁ ଉନ୍ନତିରସୂତ୍ର ବନାନ୍ତୁ । ଅସୁବିଧାସମୟରେ ବଂଧୁ କାମରେ ଆସିବେ । ନିଜର ଖର୍ଚ୍ଚଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି  ଖୋଲିକି ବ୍ୟୟ କରିବାଠୁ ଦୁରେଇରୁହନ୍ତୁ । ଆଜି ଆପଣଙ୍କ ପିଲାମାନେ ଘରେ କିଛି ଗୋଟେ କଥାକୁନେଇକି ବିବାଦ ସୃଷ୍ଟିକରିବେ। କିଛି ବି ନିର୍ଣୟ ନେବାଆଗରୁ ଭଲଭାବରେ ପ୍ରମାଣିତ ପର୍ଯ୍ୟବେକ୍ଷଣ କରନ୍ତୁ । ନିଜର ପ୍ରିୟାର ବିଶ୍ୱସ୍ତ ହେବାଉପରେ ସନ୍ଦେହ କରନ୍ତୁନାହିଁ ।କାର୍ଯ୍ୟସ୍ଥଳରେ ଉର୍ନତି ଓ ଅଗ୍ରସର ହେବାକୁହେଲେ ନୂଆନୂଆ ଟେକନୋଲଜିଜାଣି ନିଜକୁ ଯୁଗୋପଯୋଗୀକରନ୍ତୁ ।ଆଜିଘରେ ପାର୍ଟି ଯୋଗୁଁ ଆପଣଙ୍କ ବହୁମୂଲ୍ୟସମୟ ନଷ୍ଟହୋଇପାରେ ।ଆଜି ଆପଣ ନିଜରଜୀବନର କିଛି ସ୍ମରଣୀୟସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନସାଥୀ ସହିତ ବିତାଇପାରନ୍ତି ।
🏹ଧନୁ👉ଅତ୍ୟାଧିକ ଯାତ୍ରାକରିବା କାରଣରୁ ପ୍ରବଳ ଉତ୍ତେଜନା ସୃଷ୍ଟିହୋଇପାରେ । ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତମିଶି କୌଣସି ଆର୍ଥିକଯୋଜନା କରିପାରନ୍ତି ।ଏହିଯୋଜନା ସଫଳହେବାର ଆଶାଅଛି । ଯଦିବି ଆପଣଙ୍କର ବରିଷ୍ଠ କର୍ମଚାରୀମାନଙ୍କ ପଟୁ କିଛି ବିରୋଧ ପାଇବେ, ତେବେବି ମୁଣ୍ଡ ଥଣ୍ଡାରଖିବାଟା ଆପଣଙ୍କପାଇଁ ଉପକାରୀଅଟେ । ଅଭାବୀଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ । କୌଣସି ପୁରୁଣାସାଙ୍ଗ ଆପଣ ଓ ଆପଣଙ୍କଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ ।
🐊ମକର👉ଆପଣଙ୍କୁ ନିଜର ସ୍ୱାସ୍ଥ୍ୟପ୍ରତି ବେଶୀ ସାବଧାନରହିବା ଉଚିତ । ଆପଣଙ୍କର କୌଣସିବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ । ତାଙ୍କୁ ସାହାଯ୍ୟକଲେ ଆପଣ ଆର୍ଥିକଭାବରେ ପଙ୍ଗୁ ହୋଇପାରନ୍ତି । ନିଜପିଲାଙ୍କ ସହିତ ଗୋଟେ ସାଙ୍ଗପରି ସମ୍ପର୍କ ରଖନ୍ତୁ । ପୁରୁଣାକଥାକୁ ପଛରେ ଛାଡ଼ିକି ଆଗକୁଆସୁଥିବା ଶୁଭସମୟ ଆଡକୁ ଦେଖନ୍ତୁ ûଆପଣଙ୍କ ଚେଷ୍ଟା ନିହାତି ଫଳଦେବ । ନିଜର ପ୍ରିୟସହିତ ବୁଲାବୁଲିରେ ଯିବାବେଳେ ଜୀବନକୁ ପୁରା ସମାପନ ସହିତ ବଞ୍ଚନ୍ତୁ । ଲମ୍ବିତ ବ୍ୟବସାୟଯୋଜନା ଆରମ୍ଭ ହେବ । ସମୟ ବହୁତ ମୂଲ୍ୟବାନ ।ତେଣୁ ତାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ । କିନ୍ତୁ ତା ମଧ୍ୟରେ ପରିବାର ଓ ନିଜ ପାଇଁ ସମୟ କାଢ଼ିବ ବି ଅତି ଜରୁରୀ ।ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ ।
🏺କୁମ୍ଭ👉ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟଚିନ୍ତାଧାରା ଆପଣଙ୍କସାଙ୍ଗର ଗର୍ବକୁ କ୍ଷତି କରିପାରେ । ଯଦି ଆପଣଙ୍କରଯାତ୍ରା କରିବାର ଅଛି , ସତର୍କତା ଅବଲମ୍ବନ କରନ୍ତୁ ।ଆଜି ଆପଣଙ୍କର ମୂଲ୍ୟବାନବସ୍ତୁ ଚୋରିହୋଇପାରେ । ବିଶେଷତଃ ଆପଣଙ୍କର ପର୍ସର ଧ୍ୟାନରଖନ୍ତୁ ।ଆପଣ ନିଜର ଅସୁବିଧାକୁ ଭୁଲିକି ପରିବାରସହିତ ଭଲସମୟ କାଟିବେ । ଯେଉଁ ଲୋକମାନେ ପ୍ରେମର ସଂଗୀତରେ ବୁଡ଼ିକିଅଛନ୍ତି, କବଳ ସେହିମାନେ ଏହି ସୁରାତାଳର ଆନନ୍ଦ ନେଇପାରିବେ । ଆଜିକାଦିନ ଆପଣବି ସେଇସଂଗୀତକୁ ଶୁଣିପାରିବେ, ଯାହା ଦୁନିଆର ବାକିଗୀତକୁ ବୁଲେଇଦବ । କିଛି ସହକର୍ମୀ କିଛି କଥାକୁନେଇକି ଆପଣଙ୍କ କାର୍ଯ୍ୟଶୈଳୀ ଠୁ ଦୁଖୀ ହେବେ, କିନ୍ତୁ ସେମାନେ ଆପଣଙ୍କୁ ଜଣେଇବେନି ।ଯଦି ଆପଣଙ୍କୁ ଲାଗୁଚି କି ପରିଣାମ ଆପଣଙ୍କ  ଅନୂସାରରେ ଆସୁନି, ତାହେଲେ ନିଜର ଯୋଜନାକୁ ପୁଣିଥରେ କାର୍ଯ୍ୟଖମକରନ୍ତୁ । ଆଜି ନିଜର ସାମାଜିକଜୀବନକୁ ସମୟଦେବାକୁ ସୁଯୋଗପାଇବେ ଓ ନିଜର ପସନ୍ଦର କାମ କରିପାରିବେ । ଆଜିଦିନ ଆପଣଙ୍କପାଇଁ ବେଶୀ ଭଲରହିବନାହିଁ କାରଣ କିଛିକଥାରେ ଆପଣଙ୍କ ଭିତରେ ଅସହମତି ମଧ୍ୟ ହୋଇପାରେ, ଏହାଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ ।
🐟ମୀନ👉ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ ।ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣହେବû ପାଇଁ ନୂତନ ଦ୍ୱାରଖୋଲିବ । କାନ୍ତି ଓ ମନୋରଞ୍ଜନଉପରେ ଅଧିକ ଖର୍ଚ୍ଚ କରନ୍ତୁନାହିଁ । ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣପାଇ ଖୁସି ଅନୁଭବକରିବେ । ସିଏ ଆପଣଙ୍କ ଆଶା ପୂରଣକରିବ ଓ ଆପଣ ନିଜପିଲାଦ୍ୱାରା ନିଜରସ୍ବପ୍ନ ସାକାର ହୋଇଥିବା ଦେଖିବେ ।କାମ ଅଟକିଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲାବୁଲି କରିବାର ବିଚାର ଆପଣଙ୍କମନରେ ଚେଇଁରହିବ ।କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିରସହିତ କାମ କରିବେ ।ଆଜି ଏମିତି ବ୍ୟବହାର କରନ୍ତୁ । ଆପଣ ଜଣେ ବଡ ପ୍ରସିଦ୍ଧକଳାକାର,କିନ୍ତୁ କେବଳ ସେଇ ଜିନିଷର ପ୍ରସଂଶାକରନ୍ତୁ ଯିଏ ପ୍ରସଂସାରପାତ୍ର ।ବୈବାହିକଜୀବନକୁ ଅଧିକ ସୁଖମୟ  ଆଶାରୁ ଅଧିକ ରଙ୍ଗ ଆଣିବ ।

ନୀତି ବାଣୀ-ସବୁ କଥା ମାନି ,ହେବ ଯେବେ ଦାନୀ
ଖୁସିରେ ଆଦର ମିଳେ,
କିଏ କହେ ବାବୁ,ସହେ ବର୍ଷ ଥିବୁ
ଆଶୀଷ ମଥାରେ ବଳେ l
ବାସ୍ତୁ ଟିପ୍ପଣୀ-ପୂଜାଘରେ ଏହି ଭୁଲ କେବେବି ହେବାକୁ ଦିଅନ୍ତୁ ନାହିଁ, ପରିବାର ବରବାଦ ହୋଇଯିବ-
୧- ବାସ୍ତୁଶାସ୍ତ୍ରଅନୁସାରେ ପୂଜାଘରେ କେବଳ ଗୋଟେ ଠାକୁରଙ୍କ ଗୋଟେ ମୂର୍ତ୍ତି ରଖିବା ଉଚିତ । ଭଗବାନଙ୍କ ଦୁଇଟିମୂର୍ତ୍ତି ରଖିବା ଅଶୁଭ ହୋଇଥାଏ ।
୨- ବାସ୍ତୁଶାସ୍ତ୍ରଅନୁସାରେ ପୂଜାଘରେ ଠାକୁରଙ୍କ ଫୋଟୋ ବýତୀତ ଅନ୍ୟ କୌଣସି ପିତୃପୁରୁଷଙ୍କ ଫଟୋ ବା ଅନ୍ୟକାହାରି ଫଟୋ ରଖିବା ଉଚିତ ନୁହେ । ଏହାଦ୍ଵାରା ଘରେ ନାକାରାତ୍ମକଶକ୍ତିର ବାସ ରହିଥାଏ । ତେଣୁ ଭୁଲରେ ଏକାମ କରିବା ଉଚିତନୁହେ ।
୩- ଯଦି ସିଡିତଳେ ଠାକୁରଘର ହୋଇଥାଏ ତେବେ ଏହା ଦରିଦ୍ରତାର କାରଣ ହୋଇଥାଏ । ଯଦି ଏପରି ହୋଇଥାଏ ତେବେ ଘରେ କଳହ ଲାଗି ରହିଥାଏ । ତେଣୁ ଭୁଲରେ ବି ସିଡିତଳେ ଠାକୁରଘର କରିବା ଅନୁଚିତ ।
୪- ପୂଜାଘର ଦକ୍ଷିଣଦିଗରେ ତିଆରି କରିବା ଅନୁଚିତ । କାରଣ ଦକ୍ଷିଣଦିଗରେ ନାକାରାତ୍ମକଶକ୍ତିର ପ୍ରଭାବ ଅଧିକରହିଥାଏ । ଏହାଦ୍ଵାରା ଘରେ ମଧ୍ୟ ଏହାର ପ୍ରଭାବ ରହିଥାଏ ।
୫- ପିତୃପୁରୁଷଙ୍କ ଫୋଟୋ ସର୍ବଦା ଦକ୍ଷିଣଦିଗରର ଲଗାଇବା ଉଚିତ । ଯଦି ଘରର ଅନ୍ୟକୌଣସିଜାଗାରେ ପିତୃପୁରୁଷ ଫୋଟୋଥାଏ ତେବେ ଏହା ଅଶୁଭ ହୋଇଥାଏ ।
୬- ଯେଉଁଘରେ ଠାକୁରଙ୍କ ଫୋଟୋ କାନ୍ଥରେ ଲଗାଯାଏ ତେବେ ସେହିଘରେ ସକାରାତ୍ମକଶକ୍ତିର ବିନାଶ ହୋଇଥାଏ । ଏହାଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
୭- ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘର ଉପରେ ସାମାନରଖିଲେ ତାହା ଅଶୁଭ ହୋଇଥାଏ । ଏହାଦ୍ଵାରା ମାଲକ୍ଷ୍ମୀଙ୍କ କୃପା ରହିନଥାଏ ।
୮- ଯେଉଁମାନେ ନିଜ ବେଡରୁମରେ ପୂଜାଘର କରିଥାନ୍ତି ତାହା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ଏହାଦ୍ଵାରା ଘରେ ଅଭାବ ଲାଗି ରହିଥାଏ ।
୯- ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘରର କାନ୍ଥର ରଙ୍ଗ ଅଲଗାରଙ୍ଗ ହେବାଦରକାର । ଘରକାନ୍ଥ ରଙ୍ଗସହ ସମାନହେବା ଉଚିତନୁହେ । ଯେମିତିକି କଳା, ନୀଳ ଓ ଧଳାରଙ୍ଗ ହେବା ଅଶୁଭ ହୋଇଥାଏ ।
୧୦-ଯଦି ପୂଜାଘରେ ବାସୀଫୁଲ, ପୁରୁଣାକପଡା ବା ଅନ୍ୟ କୌଣସି ଅଦରକାରୀଜିନିଷ ପଡିରହିଥାଏ ତେବେ ଏହା @ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କଘରର ଅନିଷ୍ଟ ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ !

Leave A Reply

Your email address will not be published.