ଆଜିର ରାଶିଫଳ

ଆସନ୍ତାକାଲି ବର୍ଷର ଶେଷସୂର୍ଯ୍ୟପରାଗ

0 218

୨୦୨୩ମସିହା ଅକ୍ଟୋବରମାସ ୧୪ତାରିଖ ଶନିବାର।ମହାଳୟା ଅମାବାସ୍ୟା,ଫୁଲୋରିଓଷା,ବଜ୍ରକାଳିକା ପୂଜା,ଅଦ୍ୟ ନଷ୍ଟଚନ୍ଦ୍ରୋପବାସ,ନିଶାପାଳନ,ପ୍ରଦୋଷ କର୍ମକାଳଃ।ବିବିଧହଳନିଷେଧ,ରାତ୍ରୌ ଗୋଦୋହନ ନିଷେଧ।ରାତ୍ରି ଘ୮/୯ମି ପର୍ଯ୍ୟନ୍ତ ଚନ୍ଦ୍ରକ୍ଷୟ।ସୁର୍ଯ୍ୟୋଦୟ- ଘ୫/୪୪/୨୧ ,ସୂର୍ଯ୍ୟାସ୍ତ- ଘ୫/୨୧/୧୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୨୧ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୧/୨୧ମି ପରେ ପୂର୍ବ ଦିଗରେ। ପକ୍ଷାନ୍ତ, ଶନିବାର, ରବିଯୁକ୍ତ, ବୈଧୃତିଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ଅମାବାସ୍ୟା ବିହିତଶ୍ରାଦ୍ଧ ଓ ତିଳତର୍ପଣ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ଆମିଷ,ରାତ୍ରି ଘ୧୧/୨୧ମିପରେ ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୫ /୪୪ମି ରୁ ଘ୭/୧୨ମିମଧ୍ୟେ,ଦିବା ଘ୩/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୨୧ମି ପର୍ଯ୍ୟନ୍ତ।କାଳରାତ୍ରି ସୂର୍ଯ୍ୟାସ୍ତ ଘ୫/୨୧ମି ରୁ ଘ୬/୫୨ମିମଧ୍ୟେ, ରାତ୍ରି ଘ୪/୧୨ମି ରୁ ନିଶାନ୍ତଘ୫/୪୫ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟରୁ ଦିବାଘ୬/୩୪ମି ମଧ୍ୟେ,ଘ୭/୨୨ମିରୁ ଘ୯/୪୬ମି ମଧ୍ୟେ,ଘ୧୨/୫୦ମି ରୁ ୩/୨୨ମି ମଧ୍ୟେ,ଘ୪/୧୦ମି ରୁ ସୂର୍ଯ୍ୟାସ୍ତ ଘ୫/୨୧ମି ମଧ୍ୟେ,ରାତ୍ରି ଘ୧୨/୩୦ମି ରୁ ଘ୨/୬ମି ପର୍ଯ୍ୟନ୍ତ।
(ମାହେନ୍ଦ୍ରବେଳା)ରାତ୍ରି ଘ୨/୬ମି ରୁ ଘ୨/୫୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା।ଅପରାହ୍ନ ଘ୫/୨ମି ପରେ ଭିକ୍ଷାସିନୀ (ମତାନ୍ତରେବିପୁତ୍ରା)।ବାର ଓ ତିଥିଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ:- ନାହିଁ ।
ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ।ସୁସମ୍ବାଦପାଇବେ।ଅଯଥା ବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀସହ ସମୟ ଅତିବାହିତକରିବାର ସୁଯୋଗ ପାଇବେ।
ବୃଷ- ଘରେ ଖୁସିରପରିବେଶ ରହିବ।ଔଷଧବ୍ୟବସାୟୀ ଯଥେଷ୍ଟଲାଭବାନ ହେ‌େବ।ଚାକିରିଆଙ୍କଲାଗି ଦିନଟି ଭଲ ରହିବ।ସ୍କୁଲ୍‌ଜୀବନର ସାଙ୍ଗସହିତ ବାର୍ତ୍ତାଳାପ ହେବ।
ମିଥୁନ- କିଛି ବିଶେଷକାର୍ଯ୍ୟ କରିବାଲାଗି ଦିନଟିଭଲ।ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ।ସମାଜରେ ସୁନାମ ଆସିବ।ପାରିବାରିକଜୀବନ ଶାନ୍ତିମୟହେବ। ପ୍ରେମଜୀବନ ମଧୁରରହିବ।
କର୍କଟ- ଆପଣଙ୍କୁ ଯାହାଆବଶ୍ୟକ ଥିଲା ତାହାପାଖଲୋକଙ୍କ ମାଧ୍ୟମରେପାଇଯିବେ।ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କଉପରେ ବହୁତଆଶା ରଖିବେ।ଶାରୀରିକଦୃଷ୍ଟିରୁ ସୁସ୍ଥରହିବେ।
ସିଂହ-ସକାରାତ୍ମକଭାବନା ବଜାୟରଖନ୍ତୁ।ବିବାଦରୁ ଦୂରରେରହନ୍ତୁ।ପରିଶ୍ରମରଫଳ ନିଶ୍ଚୟ ପାଇବେ।ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ସଫଳତା ମିଳିବ। ଲୁଗାବ୍ୟବସାୟୀ ଯଥେଷ୍ଟଲାଭବାନ ହେ‌ବ।ଜୀବନସାଥୀ ସହିତ ଭଲସମ୍ବନ୍ଧ ରହିବ।ବିଜ୍ଞାନଛାତ୍ର କିଛି ନୂଆଶିକ୍ଷାଲାଭ କରିବେ।
ତୁଳା- ଯୋଜନାତିଆରି ଏବଂ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟାକରିବେ।କମ୍ ପରିଶ୍ରମରେ ଉପରସ୍ତରକୁ ଉଠି ପାରିବେ। ଆର୍ଥିକସ୍ଥିତି ସୁଦୃଢ଼ ରହିବ।ଯେଉଁମାନେ ପ୍ରେମକରୁଛନ୍ତି ତାଙ୍କଲାଗି ଦିନଟି ଭଲ ରହିବ।
ବିଛା-ଦୀର୍ଘଦିନର ସ୍ଥଗିତକାମ ସଂପୂର୍ଣ୍ଣ ହୋଇଯିବ।ଆପଣଙ୍କ ସଫଳତାମାର୍ଗରେ କାହାକୁଆସିବାକୁ ଦିଅନ୍ତୁ ନାହିଁ। ଆର୍ଥିକମାମଲାରେ ସଫଳହୋଇପାରନ୍ତି।ଘରକୁ ବନ୍ଧୁ ଆସିବେ।
ଧନୁ- ଆର୍ଥିକଲାଭର ସମ୍ଭାବନାରହିଛି।ପୂର୍ବଅପେକ୍ଷା ସ୍ବାସ୍ଥ୍ୟ ଭଲରହିବ।ଆପଣଙ୍କ ନେତୃତ୍ବନେବାର ଭୂମିକା ନିର୍ବାହ କରିପାରନ୍ତି।ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗପାଇବେ।ବ୍ୟବସାୟରେ ଉନ୍ନତିହେବ।ଯେଉଁମାନେ ପ୍ରେମକରୁଛନ୍ତି ସେମାନେ ନିଜ ସାଥୀର ମନପସନ୍ଦ ଜିନିଷ ତିଆରି କରି ଖୁଆନ୍ତୁ।
କୁମ୍ଭ- ଓକିଲଙ୍କର ସମାଜରେ ଖ୍ୟାତିବଢ଼ିବ।କୌଣସି ବନ୍ଧୁମାଧ୍ୟମରେ ଧନଲାଭହେବ।ଜମିରେ ପୁଞ୍ଜିନିବେଶ ଲାଗି ଦିନଟିଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି ସମସ୍ତେ ଖୁସି ହେବେ।
ମୀନ-ଅଧୁରାକାମ ସ˚ପୂର୍ଣ୍ଣହୋଇଯିବ।ସାଙ୍ଗମାନଙ୍କ ସହିତ ନୂଆକାର୍ଯ୍ୟକ୍ରମ ସମ୍ପର୍କରେଆଲୋଚନା କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଆସନ୍ତାକାଲି ବର୍ଷର ଶେଷସୂର୍ଯ୍ୟପରାଗ:-କେତେବେଳେ ଲାଗିବ ଓ କେତେବେଳେ ଛାଡିବ, ଜାଣନ୍ତୁ….
ଆସନ୍ତାକାଲି ସୂର୍ଯ୍ୟପରାଗ ।୨୦୨୩ ଅକ୍ଟୋବର ୧୪ତାରିଖସୂର୍ଯ୍ୟପରାଗ ।ବର୍ଷର ଶେଷସୂର୍ଯ୍ୟପରାଗ  ।ଏଥିସହିତ ଆସନ୍ତାକାଲି ମହାଳୟାଅମାବାସ୍ୟା ।ତେଣୁ ସୂର୍ଯ୍ୟପରାଗ  କେବେ ହେବ ଓ ହାଣ୍ଡିଛାଡ କେବେହେବ ଓ ଶ୍ରାଦ୍ଧ ଓ ତର୍ପଣ କେବେହେବ ଜାଣନ୍ତୁ ।
ଆସନ୍ତାକାଲି ଭାରତୀୟ ସମୟାନୁସାରେ ରାତି ୮ଟା୩୪ ମିନିଟରେ ଆରମ୍ଭହେବ ।ପରାଗ ମଧ୍ୟରାତ୍ରି ୨ଟା ୨୫ ମିନିଟ ପର୍ଯ୍ୟନ୍ତ  ରହିବ ।ତେବେ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ହାଣ୍ଡିଛାଡ ହେବନାହିଁ ।ଏହି ଗ୍ରହଣ ପଶ୍ଚିମଆଫ୍ରିକା, ଉତ୍ତରଆମେରିକା, ଦକ୍ଷିଣଆମେରିକା, ଆଟଲାଣ୍ଟିକା, ଆଣ୍ଟ୍ରାକଟିକାରେ ଦୃଶ୍ୟହେବ ।
ଏହି ସୂର୍ଯ୍ୟଗ୍ରହଣ କନ୍ୟାରାଶି ଏବଂ ଚିତ୍ରାନକ୍ଷତ୍ରରେ ଲାଗିବ । ଯେହେତୁ ଭାରତରେ ଏହିପରାଗ ଦୃଶ୍ୟହେବନି ତେଣୁ ଶ୍ରାଦ୍ଧ,ତର୍ପଣ ଆଦି କ୍ରିୟାନୁଷ୍ଠାନରେ କୌଣସି ପ୍ରତିବନ୍ଧକ ରହିବନାହିଁ । ସୂଚନାଥାଉକି, କୁମାରପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡିବ । !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.