ଅଲିମ୍ପିକ୍ କୁ ଫେରିଲା କ୍ରିକେଟ

0 106

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ଦୀର୍ଘ ୧୨୮ବର୍ଷ ପରେ ଅଲିମ୍ପିକ୍ କୁ ଫେରିଲା କ୍ରିକେଟ୍‌‌ ।୨୦୨୮ ଲସ୍‌ଆଞ୍ଜେଲସ୍ ଅଲିମ୍ପିକ୍ ରେସାମିଲହେବ କ୍ରିକେଟ ।ସେଥିରେ ଟି-୨୦ ଫର୍ମାଟ୍‌‌ର କ୍ରିକେଟ୍‌‌ ଖେଳାଯିବା କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ା ବେସ୍ ବଲ୍‌, ସ୍କ୍ୱାସ୍‌, ଫ୍ଲାଗ୍ ଫୁଟବଲ୍‌, ଲାକ୍ରୋସେ କୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି ହୋଇଛି ।ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।୧୯୦୦ମସିହାରେ ଶେଷଥରପାଇଁ ଅଲିମ୍ପିକ୍ସରେଥିଲା କ୍ରିକେଟ ।ପ୍ୟାରିସ ଅଲିମ୍ପିକ୍ସରେ ଫ୍ରାନ୍ସକୁହରାଇ ବ୍ରିଟେନ ସ୍ୱର୍ଣ୍ଣ ଜିତିଥିଲା

 

Leave A Reply

Your email address will not be published.