ଆଜିର ରାଶିଫଳ

0 116

୨୦୨୪ମସିହା ମାର୍ଚ୍ଚମାସ ୧୯ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଚାଚେରୀ ବେଶ, ଶ୍ରୀ ମନ୍ଦିରରେ ଓ ସର୍ବତ୍ର ଫଗୁଦଶମୀ, ଦୋଳଯାତ୍ରା ଆରମ୍ଭ।ସୁର୍ଯ୍ୟୋଦୟ- ଘ୫/୫୫/୨୨,ସୂର୍ଯ୍ୟାସ୍ତ- ଘ୫/୫୪/୪ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଦଶମୀ ରାତ୍ରି ଘ୧୨/୨୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ପୁନର୍ବସୁନକ୍ଷତ୍ର ରାତ୍ରିଘ୮/୫୪ମିପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧୨ /୨୭ମି ପରେ ଆଗ୍ନେୟକୋଣରେ ।ମଙ୍ଗଳବାରଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବା ଘ୨/୨୪ମି ମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୨୦ମି ରୁ ଘ୮/୫୧ମି ପର୍ଯ୍ୟନ୍ତ।କାଳଵେଳା ଦିବା ଘ୧/୨୩ମି ରୁ ଘ୨/୫୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୪ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ଦିବା ଘ୮/୧୬ମି ରୁ ଘ୧୦/୪୦ମି ମଧ୍ୟେ, ଘ୧/୪ମି ରୁ ଘ୨/୪୦ମି ମଧ୍ୟେ, ଘ୩/୨୮ମି ରୁ ଘ୫/୪ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୪ମି ରୁ ଘ୬/୪୨ମି ମଧ୍ୟେ, ରାତ୍ରି ଘ୯/୭ମି ରୁ ଘ୧୧/୩୫ମି ମଧ୍ୟେ, ଘ୧/୫୫ମି ରୁ ଘ୩/୩୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ।ଭୂମି ଓ ତିଳସୁବର୍ଣ୍ଣ ଦାନ।ରାତ୍ରି ଘ୮/୫୫ମି ପରେ ୧ପାଦ ବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୁମିଦାନସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର ବନ୍ଧ୍ୟା।ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ)ରାତ୍ରି ଘ୧୨/୨୭ମିପରେ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)। ଶୁଭକର୍ମ- ପୁନର୍ବସୁ ପୁଷ୍ୟାନକ୍ଷତ୍ରେ ସାମବେଦୀବ୍ରତ (ଉପନୟନ)।ବୃକ୍ଷରୋପଣ, ଦେବତାଗଠନ, ନୌକାଗଠନ ଓ ଯାତ୍ରା ।
ମେଷ-ଆଜି ଆପଣଙ୍କଦିନ ଆତ୍ମବିଶ୍ୱାସରେ ଭରିରହିବ,ପୁଜାପାଠରେ ଆପଣଙ୍କ ଅଧିକା ମନଲାଗିବ,ଆପଣ ନିଜମନକୁ ଶାନ୍ତରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସକରିବେ ।ବେପାର ସହ ଯୋଡିହୋଇଥିବା ବ୍ୟକ୍ତିଙ୍କୁ ନିଜକ୍ଷେତ୍ରରେ ଧନଲାଭ ମିଳିବାର ଯୋଗହେଉଛି, ଦୈନିକକାର୍ଯ୍ୟରେ ସଫଳତା ମିଳିବାର ନଜରଆସୁଛି,ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁରହେବ ,ପରିବାରଲୋକଙ୍କ ସହ ନିଜ ହୃଦୟରକଥା ସେୟାର୍ କରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳହେବ, ଆଜି ଆପଣଙ୍କ ସବୁମନୋକାମନା ପୁରା ହେବାର ସଂମ୍ଭାବନା ଅଛି ।
ବୃଷ-ଆଜି ଆପଣଙ୍କଦିନ ଖୁସିରେ ଭରପୁର୍ ରହିବ ।କେଉଁ ସଂମ୍ପର୍କୀୟଙ୍କଠାରୁ ଖୁସିଖବର ଶୁଣିବାକୁ ମିଳିପାରେ ।ଯାହାଦ୍ୱାରା ଘରରମାହୋଲ୍ ଭଲରହିବ । ଧନପ୍ରାପ୍ତିର ନୁଆସ୍ରୋତ ମିଳିବ, ଏହି ରାଶିର ବିଦ୍ୟାର୍ଥୀଙ୍କୁ ମନପୁରା ପାଠପଢାରେ ଲାଗିବ ।କେଉଁ ପ୍ରତିଯୋଗିତାପରୀକ୍ଷାରେ ଭଲରେଜଲ୍ଟ ମିଳିବ ।ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିରଦିନ ଭଲରହିବ,ଆପଣ ନିଜକୁ ଉର୍ଜାବାନଅନୁଭବ କରିବେ ।ଆଜି ମନପସନ୍ଦରଭୋଜନ ଆନନ୍ଦନେଇପାରନ୍ତି ।ଆର୍ଥିକସ୍ଥିତିରେ ସୁଧାର ହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
ମିଥୁନ-ଆଜି ଆପଣଙ୍କଦିନ ପୁର୍ବଅପେକ୍ଷା ଭଲ ନଜର୍ ଆସୁଛି ।ଆପଣ ନିଜସବୁ ଅଧୁରାକାମ ପୁରା କରିପାରିବେ ।ବନ୍ଧୁଙ୍କ ପୁରାସହଯୋଗ ମିଳିପାରିବ । ଅଫିସ୍ ରେ ମାନସମ୍ମାନ ପ୍ରାପ୍ତିହେବ ।ବଡଅଧିକାରୀଙ୍କ କୃପାଦୃଷ୍ଟି ରହିବ ,ଆଜି ଆପଣସାମ୍ନାରେ ଆସୁଥିବା ସବୁ ଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣ ଫଇସଲାନେବା ସମୟରେ ଭାବିଚିନ୍ତି କାର୍ଯ୍ୟକରନ୍ତୁ ।
କର୍କଟ- ଆଜି ଆପଣଙ୍କଦିନ ସାମାନ୍ୟ ରୁପରେ କଟିବ ।ପରିବାରଲୋକଙ୍କ ସହ ଅଧିକାସମୟ କଟାଇବାକୁ ଚେଷ୍ଟାକରିବେ ।ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାରଯୋଜନା ହୋଇପାରେ,ଏହିରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟଉପରେ ଧ୍ୟାନଦେବାର ଆବଶ୍ୟକତା ଅଛି, ଆପଣଙ୍କ ପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନପତନ ସ୍ଥିତିରହିଛି, ଯାହାର କାରଣରୁ ଆପଣ ଚିନ୍ତିତହୋଇପାରନ୍ତି ।ଅଫିସ୍ କାମରେ ଅଧିକାପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁକାର୍ଯ୍ୟକୁ ସମୟରେ ପୁରା କରିବାରେ ଚେଷ୍ଟାକରିବେ ।
ସିଂହ-ଆଜି ଆପଣଙ୍କମଧ୍ୟରେ ଉତ୍ସାହ ର୍ନଜରଆସୁଛି, ଆପଣ ସବୁକାର୍ଯ୍ୟ ନିଜପରିଶ୍ରମ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନ୍କରି ପାରନ୍ତି, କିଛି ପୁରୁଣାବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣାସ୍ମୃତି ଉଜାଗରହେବ, ବାହାନକିଣିବାରେ ମନବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
କନ୍ୟା-ଆଜି କାରୋବାରରେ ଯୋଡି ହୋଇଥିବାବ୍ୟକ୍ତିଙ୍କ ପାଇଁ  ଦିନଟି ବହୁତ ଭଲଅଛି, ଅଫିସ ସହକର୍ମୀ ଆପଣଙ୍କୁ ପୁରା ସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
ତୁଳା-ଆଜି ଆପଣ ନିଜ ପରିଶ୍ରମ ରୁ ଧନ ଲାଭ କରି ପାରିବେ, ସନ୍ତାନ ଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାର ର ଦାୟିତ୍ୱ କୁ ଭଲଢଙ୍ଗ ରେ ନିଭାଇବେ, ମାନସିକ ଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତି ଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
ବିଛା-ଆଜି ଆପଣଙ୍କ ଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁ ଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣ ରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
ଧନୁ-ଆଜି ବନ୍ଧୁ ଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍କରି ପାରନ୍ତି, କାର୍ଯ୍ୟରେ ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ର ରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ।ଆର୍ଥିକ ସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ
ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରୋବାର ରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁର ସହର ଯାତ୍ରା କରି ପାରନ୍ତି,, ଦାମ୍ପତ୍ୟ ଜୀବନ ରେ ମଧୁରତା ଆସିବ।
କୁମ୍ଭ-ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
ମୀନ-ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.