ବନକର୍ମଚାରୀଙ୍କୁ ଶିକାରୀର ଗୁଳି

0 34

ନୀଳଗିରି,୧୯।୩(ଏସଏସନିଉଜ)ଶିକାରୀ ଗୁଳିରେ ୨ ବନକର୍ମଚାରୀ ଗୁରୁତର ଆହତ ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି।ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଞ୍ଚଳରେ ବନକର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଥିଲେ।ବିଳମ୍ବିତରାତିରେ ପାଟ୍ରୋଲିଂ ବେଳେ ଗୁଳିମାଡ଼ କରିଥିଲେ ଶିକାରୀ।ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନବିଭାଗ।

Leave A Reply

Your email address will not be published.