ମାଂସ ପାଇଁ ବନ୍ଧା ପଡିଛି ଶବ !

0 52

ବାରିପଦା,୧୮ା୩(ଏସଏସନିଉଜ) ୧୦କେଜି ମାଂସପାଇଁ ୩ଦିନ ହେଲା ପଡ଼ିରହିଛି ମୃତଦେହା  ମାଂସ ନଦେଲେ ବୃଦ୍ଧାଙ୍କମୃତଦେହ ସଂସ୍କାର ନକରିବାକୁ କୁଟୁମ୍ବମାନେ ଜିଦ୍ ଧରିଛନ୍ତି ।ଏହିଭଳି ଅଭାବନୀୟ ଘଟଣା ବାରିପଦା ସଦର ଥାନା ଜଇବିଲା ଗାଁରେ ଘଟିଛି ।ଗାଁର ଜନୈକା ବୃଦ୍ଧାଙ୍କ ଗତ ଶନିବାର ସ୍ୱାଭାବିକ ମୃତ୍ୟୁ ଘଟିଥିଲା ।ପୂର୍ବରୁ ବାହାଘରବେଳେ ବୃଦ୍ଧାଙ୍କପୁଅ ଗାଁରେ ଭୋଜି ଦେଇନଥିଲେ,ପୂର୍ବର ଭୋଜିପାଇଁ ଏବେ ବୃଦ୍ଧାଙ୍କପୁଅଠାରୁ ୧୦କେଜିମାଂସ ଦାବି କରିଛନ୍ତି କୁଟୁମ୍ବା୧୦କେଜି ମେଣ୍ଢାମାଂସ ନଦେଲେ ଶବସଂସ୍କାର ନକରିବାକୁ ଅଡ଼ିବସିଛନ୍ତି ।ଯାହାଫଳରେ ମାଂସ ପାଇଁ ବନ୍ଧାପଡିଛି ଶବା ୩ଦିନ ହେଲା ସଂସ୍କାର ନହୋଇପାରି ପଚୁଛି ଶବା

Leave A Reply

Your email address will not be published.