ଆଜିଠାରୁ ବଟାନିକାଲ ଗାଡେନରେ ହେବ ଭୋଜି

0 294

ବାରଙ୍ଗ,୯/୧(ଏସଏସନିୟୁଜ)ଆଜିଠାରୁ ବଟାନିକାଲ ଗାଡେନରେ ଥିବା ପିକନିକ ସ୍ପଟରେ ପର୍ଯ୍ୟଟକମାନଙ୍କୁ ଭୋଜି କରିବାର ନନ୍ଦନକାନନ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ଟୋବର ୪ ତାରିଖରୁ ବଟାନିକାଲ ଗାଡେନ ଖୋଲିଥିଲେ ମଧ୍ୟ ପିକନିକ ସ୍ପଟ ବନ୍ଦ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନେ ନିରାଶରେ ଫେରୁଥିଲେ। ତେବେ ଭୋଜି ପାଇ ଅନଲାଇନ୍ କିମ୍ବା ଅଫଲାଇନ ମାଧ୍ୟମରେ ପର୍ଯ୍ୟଟକମାନେ ଟିକେଟ କରିପାରିବେ ।ଶନିବାରଠାରୁ ପର୍ଯ୍ୟଟକମାନେ ବଣଭୋଜିର ମଜା ଉଠାଇପାରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ ଆଚର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.