ଫିଟିଲା ବିଦ୍ୟାଳୟ ଫାଟକ

ଖବର ଆଜିର,ତାରିଖ ୦୯-୦୧-୨୦୨୧ ଶନିବାର

0 315

୧-ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ ।
୨-ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି, ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି ।
୩-ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା ମାଂସ ସିଝାଇ ଖାଇବାକୁ ପରାମର୍ଶ ।
୪-ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ବ୍ୟବହାର ଅନୁମତି ପାଇଲା ମଡର୍ଣ୍ଣା ।
୫-ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା ।
୬-ଦୀର୍ଘ ୯ ମାସ ପରେ ପିଲାଙ୍କ ପାଇଁ ଫିଟିଲା ବିଦ୍ୟାଳୟ ଫାଟକ; ସ୍ଥିତି ପରଖିଲେ ମନ୍ତ୍ରୀ ।
୭-ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ ସରିଲା ବୈଠକ ।
୮-ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ ୧୦ ଦିନରେ ସରିବ; ପ୍ରତିଶ୍ରୁତି ଦେଲେ ଡିଜିପି ।
୯-କୋଭିଡ -୧୯ ଟୀକାକରଣ ବିଷୟରେ ଜାନୁଆରୀ ୧୧ ରେ ପ୍ରଧାନମନ୍ତ୍ରୀ ମୋଦୀ, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା ।
୧୦-କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା ।
୧୧-ଟିକା ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ୱାସ୍ଥ୍ୟ ବିଭାଗର ଏସଓପି : ଅପବ୍ୟବହାରକୁ ବରଦାସ୍ତ କରାଯିବନି ।
୧୨-ପରୀ’ ହତ୍ୟା ମାମଲା ନାର୍କୋ ଟେଷ୍ଟ ନିମନ୍ତେ ଅରାଜି ହେଲା ଅଭିଯୁକ୍ତ ।
୧୩-କନ୍ଧମାଳ ଜିଲ୍ଲାରେ ଅନୁଭୂତ ହେଲା ମୃଦ ଭୂକମ୍ପ ।
୧୪-ଔରଙ୍ଗାବାଦର ନାମ ପରିବର୍ତ୍ତନ ନେଇ ଶିବସେନା-କଂଗ୍ରେସ ମଧ୍ୟରେ ଫାଟ ! ଉଦ୍ଧବ କହିଲେ- ଔରଙ୍ଗଜେବ ସେକୁଲାର ନଥିଲେ ।
୧୫-ନାଜାଲ ଭାକ୍ସିନର ପରୀକ୍ଷା ପାଇଁ ସରକାରଙ୍କୁ ଅନୁମତି ମାଗିଲା ଭାରତ ବାୟୋଟେକ ।
୧୭-ହିମାଂଶୁ ଲାଲ ଜେଲ ବିଭାଗର ଆଇଜି ନିଯୁକ୍ତ; ବିଜୟ ଶର୍ମା କଟକ ପ୍ରିଣ୍ଟିଂ ପ୍ରେସ ନିର୍ଦେଶକ ।ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.