ଆଜିଠୁ କମିବ ବର୍ଷା

0 208

ଭୁୁବନେଶ୍ୱର.୧୪/୯(ଏସଏସନିଉଜ) ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ । ମାତ୍ର ୧୮ ତାରିଖରୁ ପୁଣି ବଢ଼ିବ । ୧୮ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଉତ୍ତରବଙ୍ଗୋପସାଗର ବାୟୁମଣ୍ଡଳ ଉପରିଭାଗରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ।ଏହାର ପ୍ରଭାବରେ ୧୮ରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରାଯାଇଛି ।

 

Leave A Reply

Your email address will not be published.