ଦେବଗଡ଼.୧୪/୯(ଏସଏସନିଉଜ) ହନୁମାନପଇସା ଡିଲ୍ ବେଳେ ଧରିଲା ପୋଲିସ ।ନିଜେ ଗ୍ରାହକ ସାଜି ହନୁମାନ ପଇସା କିଣାବକାୁ ଯାଇଥିଲା ପୋଲିସ ।ଦେବଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ।ରିଆମାଳଥାନା କତ୍ରାପାଲ୍ଲୀଗାଁରେ ୫ଲକ୍ଷଟଙ୍କାର ଡିଲ୍ ବେଳେ ଗିରଫ କଲା ଛଦ୍ମବେଶୀ ପୁଲିସ ।

Prev Post
Next Post