ଆଜି କ୍ରାଇମସିନ ରିକ୍ରିଏସନ୍ !

0 123

ପିପିଲି.୧୪/୯(ଏସଏସନିଉଜ) ଯୁବକଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ପିପିଲି ନୂଆଶାସନ ଉତ୍ତରସାହୀରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ଅଚ୍ୟୁତପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ପହଞ୍ଚିଲା ସାଇଣ୍ଟିପିକ ଟିମ ପହଁଚି ତଦନ୍ତ ଆରମ୍ଭ କରିବା ସହ ।ରକ୍ତ, ମାଟି, ଓ ମୋବାଇଲ ଫୋନ ସଂଗ୍ରହ କରିଥିବାର ଜଣାପଡିଛି ।ଆଜିକ୍ରାଇମସିନ ରିକ୍ରିଏସନ୍ କରିବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.